Posts
ଆସିବେନି ଆଡ଼ଭାନୀ, ଆସିବେନି ଯୋଶୀ
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନ ଆସିବାକୁ ଆଡ଼ଭାନୀ, ମନୋହର ଯୋଶୀଙ୍କୁ ଅନୁରୋଧ କଲା ରାମ ମନ୍ଦିର ଟ୍ରଷ୍ଟ
IDBI BANKରେ ଏକ କୋଟି ଟଙ୍କା ହେରଫେର ଅଭିଯୋଗ, ବ୍ୟାଙ୍କ ମ୍ୟାନେଜର...
ଅଭିଯୋଗକୁ ଭିତ୍ତି କରି ନବରଙ୍ଗପୁର ପୋଲିସ କେଶ ନମ୍ବର ୫୨୩/୨୩ରେ ଏକ ମାମଲା ରୁଜୁ କରିଛି l
ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଖଣି ନିଗମ-ଓଏମସିର ବିଭିନ୍ନ ପ୍ରକଳ୍ପର ଆଜି ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଏମସିର ଏହି ସବୁ ପ୍ରକଳ୍ପର...
ଜିଆରଏସଙ୍କ ସନ୍ଦେହଜନକ ମୃତ୍ୟୁ
ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ
ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି
ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲା ପଶ୍ଚିମବଙ୍ଗ...
ଅଭିନବ ଶୈଳୀରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଧରାପଡିଲେ ଯୁବକ ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜଣେ ଯୁବକଙ୍କୁ ଧରିଛି କୋରାପୁଟ...
ବହିଷ୍କୃତ ହେଲେ ୩୧ ସାଂସଦ
ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଉଠୁଛି ପଡୁଛି ଗୃହ। ଶୀତ ଅଧିବେଶରେ ସାଂସଦଙ୍କ ହଙ୍ଗାମା ଗୃହ କାର୍ଯ୍ୟକୁ ଅଚଳ କରିଦେଇଛି।
ଆଜି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଖଣି ନିଗମ-ଓଏମସିର ବିଭିନ୍ନ ପ୍ରକଳ୍ପର ଆଜି ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ
କରନ୍ତୁ ଏହି କାମ ନଚେତ୍ ଜାନୁୟାରୀ ୧ରୁ କରିପାରିବେନି ଅନଲାଇନ୍...
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ନିଷ୍କ୍ରିୟ ୟୁପିଆଇ ଆଇଡି ଗୁଡ଼ିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି
ଡନ୍ କୁ ବିଷ
ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମଙ୍କୁ ଦିଆଯାଇଛି ବିଷ ? ହସ୍ପିଟାଲରେ ଭର୍ତ୍ତି
ଜନଜାତି ମହୋତ୍ସବ କୁ ଭୁୟସି ପ୍ରଶଂସା...
କଳାକାର ମହାସଂଘ ତରଫରୁ ଉଜ୍ଜାପନା ଜନଜାତି ମହୋତ୍ସବ କୁ ଭୁୟସି ପ୍ରଶଂସା...
ମିଳିଲା ସୟଦ ଈଶାନ ବୁଖାରୀର ଚାଟିଙ୍ଗର ତଥ୍ୟ
ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ
ସୁରଟ ଡାଇମଣ୍ଡ ବୋର୍ସର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଆଜି ଗୁଜୁରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସକାଳ ୧୦. ୪୫ରେ ସୁରଟ ଡାଇମଣ୍ଡ ବୋର୍ସ (SDB) ଉଦଘାଟନ କରାଯାଇଛି ।
ପ୍ରସିଦ୍ଧ ଶିଲ୍ପପତି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
ମହିଳା ଡାକ୍ତର ଆଣିଲେ ସଙ୍ଗୀନ୍ ଅଭିଯୋଗ । ବଢିଲା ଜେଏସଡ଼ବ୍ଲୁ ଗ୍ରୁପ୍ ସିଏମ୍ଡି ସଜ୍ଜନ ଜିନ୍ଦଲଙ୍କ ଅଡ଼ୁଆ ।
ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ
ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।








