Posts

State

ଓଡ଼ିଶାରେ ଇଲେକ୍ଟ୍ରିକ୍ ଗାଡି ପ୍ଲାଣ୍ଟ ସ୍ଥାପନ କରିବ JSW

ଓଡ଼ିଶାରେ ଇଲେକ୍ଟ୍ରିକ୍ ଗାଡି ପ୍ଲାଣ୍ଟ ସ୍ଥାପନ କରିବ JSW, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସ୍ଵାକ୍ଷର

Ganjam

ଆରପାରିରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

ରାଜନୀତିରେ ଥିଲେ ଧୁରୀଣା, ନଜର ପକାନ୍ତୁ ତାଙ୍କ ରାଜନୈତିକ ଯାତ୍ରା ଉପରେ ।

National

ମଧ୍ୟାହ୍ନ ଭୋଜନ ପାଇଁ ମୋଦୀଙ୍କ ଫୋନ କଲକୁ ନେଇ ଚର୍ଚ୍ଚା

ଲୋକସଭା କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ସହ ଲଞ୍ଚ ଖାଇଲେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ୪ଟି ଦଳର ୮ ସାଂସଦ

Jagatsinghapur

ଭୁବନେଶ୍ବର ଯାଉଥିଲେ ଟ୍ରାଫିକ ଇନ୍‌ସପେକ୍ଟର, କାର୍‌ରୁ ୪.୨୭ ଲକ୍ଷ...

ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି

State

ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ; ଗୋଟିଏ ଫଟୋ ଫ୍ରେମ୍‌ରେ...

ବିକାଶ ପାଇଁ ଷୋଡଶ ବିଧାନସଭା ସ୍ମରଣୀୟ : ସବୁ ସଦସ୍ୟଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

State

ରାଜନୀତି କରିବି, ନିର୍ବାଚନ ଲଢିବିନି : ନରସିଂହ ମିଶ୍ର

ଆଉ ନିର୍ବାଚନ ଲଢିବେନି କହିଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର

Politics

ବିଜେଡିର ଜାତୀୟ ମୁଖପାତ୍ର ହେଲେ ସଂତୃପ୍ତ ମିଶ୍ର

ବିଜେଡିରେ ଯୋଗ ଦେଉ ଦେଉ ସଂତୃପ୍ତ ମିଶ୍ର ଙ୍କୁ ଜାତୀୟ ମୁଖପାତ୍ର ଭାବେ ବିଜୁ ଜନତା ଦଳ ପକ୍ଷରୁ ଦାୟିତ୍ଵ ନିର୍ବାହ ପାଇଁ ନିୟୋଜିତ କରାଯାଇଛି

State

ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା

ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ...

Politics

ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ପୂର୍ବତନ କର୍ପୋରେଟ୍ ଅଧିକାରୀ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି ।

State

ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ

ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ, ଲିଙ୍ଗ ନିରୁପଣ ପରୀକ୍ଷା ଅଭିଯୋଗରେ ରେଡ୍

State

ଦଶପଲ୍ଲାରୁ ପୁରୀ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ବାହାରିଛି

National

ମାଦ୍ରାସା ଉଚ୍ଛେଦ ନେଇ ଉତ୍ତରାଖଣ୍ଡର ହଲଦ୍ବାନିରେ ହିଂସା, ୪ ମୃତ

ବେଆଇନ ମାଦ୍ରାସା ଉଚ୍ଛେଦକୁ ନେଇ ଉତ୍ତରାଖଣ୍ଡର ହଲଦ୍ବାନିର ବ୍ୟାପକ ହିଂସା ଘଟିଛି

Life Style

ଶରୀର ପାଇଁ ବେଶ୍ ଲାଭଦାୟକ ଅଟେ ଲାଉ

ଶରୀର ପାଇଁ ବେଶ୍ ଉପକାରୀ ପରିବା । କିନ୍ତୁ ଏମିତି କିଛି ପନିପରିବା ରହିଛି ଯାହା ଶରୀର ପାଇଁ ରାମବାଣ ସଦୃଶ୍ୟ ।

National

ଆସନ୍ତା ୧୭ରେ ଇସ୍ରୋର ପାଣିପାଗ ଉପଗ୍ରହ ଉତକ୍ଷେପଣ

ଫେବ୍ରୁଆରି ୧୭ ତାରିଖ ପୂର୍ବାହ୍ନ ସାଢ଼େ ୫ଟାରେ ଜିଏସ୍ଏଲଭି-ଏଫ୍୧୪/ଇନସାଟ୍-୩ଡିଏସ୍ ମିଶନର ଉତକ୍ଷେପଣ ହେବ ।