Posts
ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ
ମଧ୍ୟ ପ୍ରଦେଶର ହରଦା ସହରରେ ମଙ୍ଗଳବାର ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି
ରାଜ୍ୟରେ ଖାଲି ପଡ଼ିଛି ୯୮ ହଜାର ସରକାରୀ ପଦବୀ: ପ୍ରୀତିରଂଜନ ଘଡ଼ାଇ
ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଏହି ଅବସରରେ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଉତ୍ତର ରଖିଛନ୍ତି।
ଦୁଇ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ଦୁଇ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ ଆଇଜିପି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ, ବ୍ୟବସାୟୀ ଗିରଫ
ରାଜଧାନୀ ଭୁବନେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ।
ପରୀ ହତ୍ୟାମାମଲା : ହତ୍ୟାକାରୀକୁ ୨୦ ବର୍ଷ ଜେଲଦଣ୍ଡ
ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଆସିଲା ରାୟ : ହତ୍ୟାକାରୀକୁ ୨୦ ବର୍ଷ ଜେଲଦଣ୍ଡ ଦେଲେ କୋର୍ଟ ।
ସମାନ ନାଗରିକ ସଂହିତା ବିଲ୍ ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ
ବହୁ ପ୍ରତୀକ୍ଷିତ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ ହୋଇଛି।
୩୦ ମିନିଟ୍ ଯାଏଁ ଗୃହ ମୁଲତବି
ବିଧାନସଭାରେ ବେଦାନ୍ତ ଜମି ତାତି । ଫଳରେ ଗୃହକୁ ୩୦ ମିନିଟ୍ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ
ଭିଜିଲାନ୍ସ ଜାଲରେ ରେଭିନ୍ୟୁ ସୁପରଭାଇଜର
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରେଭିନ୍ୟୁ ସୁପରଭାଇଜର
ଗୃହରେ ଧାରଣା ଦେଲେ ନରସିଂହ
ବଜେଟ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ଆଜି ଶୂନ୍ୟକାଳରେ ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଧାରଣା ଦେଇଥିବା ଜଣାଯାଇଛି ।
ମହାପୁରୁଷଙ୍କୁ ଅପମାନ
ପୁଣି ମହାପୁରୁଷଙ୍କୁ ଅପମାନ । ଭଦ୍ରକ ଧାମନଗରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଛି ।
ବଢ଼ିଲା ଅର୍ପଣ ଚାଉଳ ବିବାଦ
ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ । ତୁରନ୍ତ ଏହି ଚାଉଳରେ ମହାପ୍ରସାଦ ବନ୍ଦ କରାଯାଉ
ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି
ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ପ୍ରଥମେ ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିବେ ରାହୁଲ
'ଶହେ ଦିନରେ ୩୭୦ ସିଟ୍ରେ ସରକାର ଗଢ଼ିବୁ'
ଭାରତ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତି ହୋଇ କି ରହିବ, ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରତି ୫ ବର୍ଷରେ ଓଡିଆ ଭାଷା ସମ୍ମିଳନୀ ହେବା ନେଇ କହିଲେ ମୁଖ୍ୟମନ୍ତ୍ରୀ
ଆଉ ୩ ଦିନ ବଢିଲା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଭୁବନେଶ୍ୱରର ଜନତା ମୈଦାନରେ ଶନିବାରଠାରୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା ।
ଭାଇଜାଗ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇ...
ହାଇଦ୍ରାବାଦରେ ପରାଜୟ ପରେ ଭାରତ ବିଶାଖାପଟନମ୍ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି








