ରାଜନୀତି କରିବି, ନିର୍ବାଚନ ଲଢିବିନି : ନରସିଂହ ମିଶ୍ର
ଆଉ ନିର୍ବାଚନ ଲଢିବେନି କହିଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର

ଆଉ ନିର୍ବାଚନ ଲଢିବେନି କହିଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ରି । ନିର୍ବାଚନ ଲଢିବିନି କିନ୍ତୁ ରାଜନୀତି କରିବି କହିଲେ ନରସିଂହ । ଯୁବକମାନେ ରାଜନୀତିକୁ ଅଧିକ ମାତ୍ରାରେ ଆସିବା ଦରକାର ବୋଲି ସେ କହିଛନ୍ତି ।