State

ପଞ୍ଚଲିଙ୍ଗେଶ୍ବର ଦର୍ଶନ ବନ୍ଦ

ପଞ୍ଚଲିଙ୍ଗେଶ୍ବର ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉଚ୍ଚର ଝରଣା ପାଣି। ଅନିର୍ଦ୍ଦିଷ୍ଟ କାଳ ଯାଏ ଦର୍ଶନ ବନ୍ଦ କଲେ ମନ୍ଦିର ପ୍ରଶାସନ

ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଦୁର୍ନୀତି କଲେ ମିଳିବ କଡ଼ା ଦଣ୍ଡ

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ କହିଛନ୍ତି, ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ।

କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ

କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ

ବିଜେପିରେ ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା...

ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କଲେ। ଭାଇଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ

ରାସ୍ତା ଉପରେ ତୋରଣ ମନା

ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନବୀନଙ୍କ ଟେନସନ୍‌ ଡବଲ

୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ

ଆମେରିକା ହାଣ୍ଡିଶାଳରେ ପହଞ୍ଚିବ ଓଡ଼ିଶାର ଜିଅନ୍ତା ଚିଙ୍ଗୁଡ଼ି

ଓଡ଼ିଶାର ପୋଖରୀରୁ ଧରାହେଉଥିବା ଚିଙ୍ଗୁଡ଼ି ସେମିତି ଜିଅନ୍ତା ଅବସ୍ଥାରେ ସିଧା ଆମେରିକୀୟଙ୍କ ରୋଷେଇଘରେ ପହଞ୍ଚିବ

ବାର୍‌ରେ ମିଳୁଥିଲା ନକଲି ମଦ

ବାର୍ ଉପରେ ଅବକାରୀ ଟିମର ରେଡ୍

ସତ୍ୟବାଦୀ ସ୍ଥିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି...

ସତ୍ୟବାଦୀ ସ୍ଥିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସି.ଆର ପାଟିଲ

ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା

କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ

ଭୁବନେଶ୍ୱରରେ ପହଞ୍ଚିଲେ ନଡ୍ଡା

ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ସମୁଦ୍ର ମଝିରେ ଫସିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ

ସ୍କୁଲ ଛୁଟି ଘୋଷଣା କଲେ ପୁରୀ ଜିଲ୍ଲାପାଳ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି

୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି

ଏଯାଏ ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି

ଆଲବମ୍ ଅଭିନେତ୍ରୀ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା

ଆଲବମ୍ ଅଭିନେତ୍ରୀ ରୁକ୍ସାନା ବାନୋ ମୃତ୍ୟୁ ଘଟଣାରେ କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର ଲୋକେ ।

ସବୁ ଟେଷ୍ଟ ପାଇଁ ରାଜି ହେଲେ ଦୀନକୃଷ୍ଣ ମିଶ୍ର

କୋର୍ଟରେ ଦାବି ରଖିବା ପରେ ନିଲମ୍ବିତ ଆଇଆଇସି ମଧ୍ୟ ସମସ୍ତ ଟେଷ୍ଟରେ ସହମତି ପ୍ରକାଶ କରିଥିଲେ ।

କାଲି ଓଡ଼ିଶା ଆସିବେ ଜେ.ପି ନଡ୍ଡା

ଦିନିକିଆ ଓଡ଼ିଆ ଗସ୍ତରେ ନଡ୍ଡା ଓଡ଼ିଶା ଆସୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ଗୁଜରାଟରେ ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭରତପୁର ଥାନାରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍‌ ଟେଷ୍ଟ ହେବ

ନବୀନଙ୍କ ନୂଆ ମାଷ୍ଟରପ୍ଲାନ

ତେବେ ଦଳରେ ଅନ୍ତ କନ୍ଦଳ ବଢୁଥିବାରୁ ଦଳକୁ କିପରି ସୁଦୃଢ କରାଯିବ ଏନେଇ ଅଣ୍ଟା କଷିଛନ୍ତି ନବୀନ ପଟ୍ଟନାୟକ।