State
ଭୁବନେଶ୍ୱର କହୁଛି ହାପିବାର୍ଥ ଡେ’ ମୋଦୀ
ସେପ୍ଟେମ୍ବର ୧୭ତାରିଖ ଜନ୍ମଦିନ ଅବସରରେ ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ
ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ, ଗାଡ଼ି ଜବତ
ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ
କାଲି ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା
ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୁଭଦ୍ରା ହିତାଧିକାରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।
ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ
ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ
ଖୁବ୍ଶୀଘ୍ର ଓଡ଼ିଶା ବଜାରରେ 'ଗାନୋଡର୍ମା' ଛତୁ
ମୁଖ୍ୟ ବୈଜ୍ଞାନିକ ଡ.ବିକ୍ରମ କେଶରୀ ପାଣି କୁହନ୍ତି, ଏହି ଛତୁ ସାଧାରଣତଃ ୨୫ ରୁ ୩୨ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଚାଷ କରାଯାଏ ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ
ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ଏ ନେଇ ଏନ୍ଏଚ୍ଆର୍ସିରେ ପିଟିସନ ଦାୟର କରିଛନ୍ତି ।
ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଜାରିହେଲା ଟ୍ରାଫିକ କଟକଣା
କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
ହାତୀଟିର ଡାହାଣ ପଛ ଗୋଡ଼ରେ ଆଘାତ ହୋଇଛି । ଏହି କାରଣରୁ ଚଳପ୍ରଚଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି ଦନ୍ତା ।
ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଆସିଲା ଗସ୍ତସୂଚୀ
କଳିଙ୍ଗଷ୍ଟୁଡିଓ ଛକ ଦେଇ ଫାୟାରଷ୍ଟେସନ ଛକରେ ଏନ୍ଏଚ୍-୧୬କୁ ଛୁଇଁପାରିବେ।
ଗ୍ଲୋବାଲ୍ ବାୟୋ ଇଣ୍ଡିଆ ମେଳା: 'ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ...
ଗ୍ଲୋବାଲ୍ ବାୟୋ ଇଣ୍ଡିଆ ମେଳା: 'ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ହେବ ଅଗ୍ରଣୀ
ମୋଦିଙ୍କ ଗସ୍ତ ସମୟରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ
SPG ଟିମ୍ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିମାନବନ୍ଦର ଠାରୁ ଜନତା ମୈଦାନ ଓ ଗାଡକଣ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।
ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ' କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟାଟାନାଗର ଅର୍ଥାତ୍ ଜାମସେଦପୁରରେ ପହଞ୍ଚି ପାରିବେ ନାହିଁ
ଓଡ଼ିଶାରୁ ଗଡ଼ିଲା ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ୍
ଓଡ଼ିଶାରୁ ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିଛି
ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୫୦ ଲକ୍ଷ ମହିଳା
ରବିବାର ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହେବ ।
ରବିବାର ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପୂର୍ବାହ୍ଣ ୧୧ଟାରେ ପ୍ରଧାନମନ୍ତ୍ରୀ ଆଭାସୀରେ ବନ୍ଦେ ଭାରତ ଉଦ୍ଘାଟନ କରିବେ ।
ଶିମିଳିପାଳର 'କଳାବାଘ': ସଫାରି ପାଇଁ ନକ୍ସା ପ୍ରସ୍ତୁତ
ପୂର୍ବ ସରକାରଙ୍କ ସମୟରେ ମୟୂରଭଞ୍ଜରେ କଳା ବାଘ ସଫାରି ପ୍ରତିଷ୍ଠା କରାଯିବାକୁ ଯୋଜନା ହୋଇଥିଲା।
ବର୍ବରତାର ସବୁ ସୀମା ପାର୍
ଅଜଗର ସାପ ସିଡୁଲ ଓ୍ବାନ ପ୍ରଜାତିର ।ଏହି ସାପକୁ ଦେଖିଲେ ମାରିବା ତ ଦୂରର କଥା ତାର ଫଟୋ ଉଠାଇବା ମଧ୍ୟ ବେଆଇନ।
ବଢ଼ିଲା ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଚିନ୍ତା
ବହୁବର୍ଷର ବ୍ୟବଧାନ ପରେ ୨୦୨୩ ମସିହାରେ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ଖେଳାଇଥିଲା।
ବିକ୍ରି ପୂର୍ବରୁ ଶିକାରୀ ଠାରୁ ୨୫କିଲୋ ସମ୍ବର ମାଂସ ଜବତ
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।









