State

ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଠାରୁ ୨୨ ତାରିଖ ପର୍ୟ୍ୟନ୍ତ ତିନି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲା ଗସ୍ତର ଯାଇଛନ୍ତି ମୁଖ୍ୟମନ୍ତ୍ରୀ।

ଭରତପୁର ଥାନାରେ ମହିଳା କମିଶନ

ତଦନ୍ତ ପାଇଁ ଭରତପୁର ଥାନାରେ ମହିଳା କମିଶନ

ଶୁଦ୍ଧିକ୍ରିୟା ଭୋଜି ଖାଇ ୩ ମୃତ,୩୦ରୁ ଉର୍ଦ୍ଧ ଆକ୍ରାନ୍ତ

ଶୁଦ୍ଧିକ୍ରିୟା ଭୋଜି ଖାଇ ୩ମୃତ, ୩୦ରୁ ଉର୍ଦ୍ଧ ଆକ୍ରାନ୍ତ

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ବିଚାର ବିଭାଗୀୟ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି

ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ...

ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ...

ସୁଭଦ୍ରା ଯୋଜନା: ପଂଜୀକରଣ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ମହିଳା

ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି

ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ

ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ

ସଙ୍କଳ୍ପ ପତ୍ର ଆମ ପାଇଁ ଧର୍ମଗ୍ରନ୍ଥ, ଯାହା ବର୍ଷ ବର୍ଷ ଧରି ହୋଇନଥିଲା...

ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ । ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା

ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଉପମୁଖ୍ୟମନ୍ତ୍ରୀ

ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ବନ୍ଧା ହେବେ ରୋଡ୍ ରୋମିଓ

ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିଲେ କିଛି ଯୁବକ

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ସସପେନ୍ସ

ସମ୍ବଲପୁରୀ ଅଭିନେତ୍ରୀ ରୁକସାନା ବାନୁଙ୍କ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ

‘ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ’

ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ରତ୍ନଭଣ୍ଡାର ଭିତରକୁ ଗଲା ବିଶେଷଜ୍ଞ ଟିମ୍

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଗଲା ବିଶେଷଜ୍ଞ ଟିମ୍। ରତ୍ନଭଣ୍ଡାର ଭିତରେ ଖୋଜିବେ ଗୁପ୍ତ ସୁଡ଼ଙ୍ଗ

ଆଜି ବାଲେଶ୍ଵରର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଜି ବାଲେଶ୍ଵରର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିବେ।

ଟ୍ରେନ୍‌ରେ ଯାତ୍ରା ବେଳେ ବିଷ ପିଇଲେ

ଗୁରୁତର ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ମୌଦି ଅଞ୍ଚଳର ରାଜୁ ମଣ୍ଡଳ ଏବଂ ତାଙ୍କ ପରିବାର ବୋଲି ଜଣାପଡିଛି l

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା

ଏହା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ

ମୁଖ୍ୟମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ସହିତ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସେ ଯେପରି ଶୀଘ୍ର ଆରୋଗ୍ୟ...

ଭରତପୁର ଥାନା ଆଇଆଇସିଙ୍କ ସମେତ ୫ ନିଲମ୍ବିତ

ଭୁବନେଶ୍ୱର ଅଧୀନ ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି...