State

OSSC ପରିଚାଳିତ ପରୀକ୍ଷାରେ ତ୍ରୁଟି

OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ

ଆଜିଠୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦକ୍ଷିଣରୁ ଉତ୍ତରକୁ ଯୋଡିବ ପ୍ରସ୍ତାବିତ ମେରୁଦଣ୍ଡ ଏକ୍ସପ୍ରେସ୍‌...

ଖର୍ଚ୍ଚ ହେବ ପାଖାପାଖି ସାଢ଼େ ୭୫୦୪ ଟଙ୍କା

ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ଘିଅ

ଏ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ମନ୍ଦିର ପ୍ରଶାସନ ତରଫରୁ ତତ୍କାଳ ନୂଆ ଘିଅ ଯୋଗାଇ ଦିଆଯାଇଥିଲା ଓ ତାପରେ ରାତ୍ରଧୂପ ନୀତିକାନ୍ତି ସମ୍ପାଦିତ ହୋଇଥିଲା ।...

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ

ନିଲାମ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ

ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ଟର୍ମିନାଲ, ୨ ବର୍ଷରେ କାର୍ଯ୍ୟ...

ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ

ଶିମିଳିପାଳରେ ବୁଲୁଛି କଳାବାଘ

ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବିଚାଣ କରୁଛି କଳାବାଘ

ଦୁର୍ଗାପୂଜାରେ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ:...

ଦୁର୍ଗାପୂଜାରେ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ: ହାଇକୋର୍ଟ

ଦିପାଳୀ ଦାସଙ୍କୁ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ

ସେହି ସମୟରେ ପୋଲିସ ସହ ବିକ୍ଷୋଭକାରୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

'ମୁଁ କ୍ଷମତାରେ ରୁହେ ନରୁହେ , ଲୋକସେବା ଜାରି ରହିବ' : ନବୀନ

ଏହାକୁ ସାମାଜିକ ଆନ୍ଦୋଳନରେ ପରିଣତ କରିଛି ଦଳ

ଲୁହା କଡ଼େଇ ବ୍ୟବହାର କରାଯିବାକୁ ନେଇ ଚାରିଆଡ଼େ ନିନ୍ଦା:ପାଳିଆ ସେବକ...

ଶ୍ରୀମନ୍ଦିର ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି

ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର

ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଧିକାରୀ

ଟେଣ୍ଡର ମାଧ୍ୟମରେ ବିକ୍ରି ହେବ ଅର୍ପଣ ଚାଉଳ: ଜିଲ୍ଲାପାଳ

ବିକ୍ରି ହେବ ଅର୍ପଣ ଚାଉଳ। କ୍ଵିଣ୍ଟାଲ କ୍ଵିଣ୍ଟାଲ କି ଦୁଇ କ୍ଵିଣ୍ଟାଲ ନୁହେଁ, ପୁରା ୧୦ ହଜାର କ୍ଵିଣ୍ଟାଲ ଅର୍ପଣ ଚାଉଳ ବିକ୍ରି ହେବା ନେଇ ସୂଚନା ଦେଇଛନ୍ତି...

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ଜଗମୋହନ ମୀନା

କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା

ଲକ୍ଷେ ଟଙ୍କା ଟପିବ ସୁନା ଦାମ୍‌

ସାରା ଦୁନିଆରେ ବଜାରରେ ସୁନା ଦାମ୍‌ ଆକାଶ ଛୁଆଁ ହୋଇଛି । ଭାରତରେ ଖୁବ୍‌ ଶୀଘ୍ର ପର୍ବପର୍ବାଣି ସହ ବିବାହ ଋତୁ ଆରମ୍ଭ ହେବ ।

ଛତୁଆ ବଦଳରେ ମିଳିବ ମାଣ୍ଡିଆ

ଆଇନାଦେଖାଇଲେ ପ୍ରଭାତୀ

ବଢ଼ିଲା ଡିଲରଙ୍କ କାର୍ଯ୍ୟକାଳ ଅବଧି

ହେଲେ କ୍ୟାବିନେଟର ଏହି ନିଷ୍ପତ୍ତି ସରକାରଙ୍କୁ କାଠଗଡ଼ା ଟାଣିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼...

୩ ଲକ୍ଷରୁ କମ୍‌ ଆୟ ଥିବା ଲୋକମାନେ ଏହି ଯୋଜନାରେ ଲାଭ ପାଇପାରିବେ।