ରାସ୍ତା କଡ଼ରେ ନବଜାତ ଜନ୍ମିତ ଶିଶୁ ର ମୃତଦେହ ଉଦ୍ଧାର

ରାସ୍ତାକଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି ।

ରାସ୍ତା କଡ଼ରେ ନବଜାତ ଜନ୍ମିତ ଶିଶୁ ର ମୃତଦେହ ଉଦ୍ଧାର

ରାସ୍ତାକଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଶିଶୁଟି ଜନ୍ମ ହେବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଆଜି ସକାଳେ ଶିଶୁଟିରୁ ମୃତଦେହ ସେଲେଡି ଗ୍ରିଡ ନିକଟ ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ମୃତ ଶିଶୁଟିକୁ ଏକ ଟାୱେଲ ଉପରେ ଶୋଇଛି । ତା’ପାଖରେ ବ୍ୟାଗ, ଗ୍ଲାସ ଓ ଗିନା ମଧ୍ୟ ପଡ଼ିଛି । ଶିଶୁଟିର କିପରି ମୃତ୍ୟୁ ଘଟିଲା, କିଏ ଓ କାହିଁକି ଶିଶୁଟିର ମୃତଦେହକୁ ରାସ୍ତାକଡ଼ରେ ପକାଇଦେଇ ପଳାଇଗଲା ତାର କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ ।

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର