Subarnapur

ନିୟୋଜନ ଅସ୍ତ୍ରୋପଚାରର ଶୁଭାରମ୍ଭ କଲା ନାଇକେନପାଲି ଗୋଷ୍ଟୀ ସ୍ୱାସ୍ଥ୍ୟ...

ଜନସଂଖ୍ୟା ସ୍ଥିରତା ପକ୍ଷରେ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାରର ଶୁଭାରମ୍ଭ କଲା ନାଇକେନପାଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର

ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ସୁବର୍ଣ୍ଣପୁର ଫୁଟବଲ ଲିଗ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର ଫୁଟବଲ ଲିଗ ପାଇଁ ଜିଲ୍ଲା କ୍ରିଡା ସଂଘର କାର୍ଯ୍ୟକାରୀ ସଭ୍ୟମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୋନପୁର ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l 

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି

ଓଡିଶା ସାହିତ୍ୟ ଏକାଡେମୀ ର ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ...

ଓଡିଶା ସାହିତ୍ୟ ଏକାଡେମୀ ର ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ l

ସୁବର୍ଣ୍ଣପୁରରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ

ସୁବର୍ଣ୍ଣପୁରରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ । କଳାପତାକା ପ୍ରଦର୍ଶନ କଲେ ଆପ୍ କର୍ମକର୍ତ୍ତା । ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେବ ବୋଲି କହିଲା ଆପ୍ ।

5T ସଚିବଙ୍କ ସୋନପୁର ଜିଲ୍ଲା ଗସ୍ତ

ଆଜି 5T  ସଚିବ ଭି. କେ ପାଣ୍ଡିଆନଙ୍କ ସୋନପୁର ଜିଲ୍ଲା ଗସ୍ତ । ପ୍ରଥମେ କୋଟସମଲାଇରେ ଓହ୍ଲାଇ ଜିଲାର ପ୍ରସିଦ୍ଧ ପର୍ୟ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ...

ରକ୍ତ ହୀନତା ଅଭିଯାନ ର ଶୁଭାରମ୍ଭ

ରାଷ୍ଟ୍ରୀୟ ରକ୍ତଶିକୁଳି ଜନିତ ରକ୍ତ ହୀନତା ଅଭିଯାନ ର ଶୁଭାରମ୍ଭ

ସୁବର୍ଣ୍ଣପୁର ଜିଲ୍ଲାପାଳ ହେଲେ ବିମଳେନ୍ଦୁ ରାଏ

ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ହେଲେ ବିମଳେନ୍ଦୁ ରାଏ ।

ତିନି ମା’ ଛେଉଣ୍ଡ ପିଲାଙ୍କୁ ଧରି ଜୀବନ ବଞ୍ଚିବାର ରାହା ଖୋଜୁଛି...

ଭଙ୍ଗା ଘରକୁ ଖଣ୍ଡିଏ ପଲିଥିନ୍ ହିଁ ଦେଉଛି ସୁରକ୍ଷା

ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟ କିରାଣୀ

ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟର କିରାଣୀ

ସୋନପୁର ମହାନଦୀରେ କମୁଛି ଜଳ ପ୍ରବାହ

ଛତିଶଗଡ଼ରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ ନିର୍ମାଣ ଯୋଗୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗକୁ ଏହା ସଙ୍ଗିନ ହେବ ବୋଲି ଅନୁମାନ କରାଯାଉଛି।

I Love Subarnapur