Posts
ଏଣିକି ବାବା ଧବଳେଶ୍ବରଙ୍କ ପୀଠକୁ ଯାତାୟାତ ହେବ ସହଜ
ଏଣିକି ବାବା ଧବଳେଶ୍ବରଙ୍କ ପୀଠକୁ ଯାତାୟାତ ହେବ ସହଜ। ଆଉ ରହିବନି ଡଙ୍ଗାର ଭୟ କି ଝୁଲା ପୋଲର ଭୟ।
ମୁହାଁମୁହିଁ ପିଟିହେଲା ଦୁଇଟି ବସ୍:ଡ୍ରାଇଭର ସମେତ ୧୫ ଆହତ
ମୁହାଁମୁହିଁ ପିଟିହେଲା ଦୁଇଟି ବସ୍ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ସଦର ଥାନା ତାମୁଳିଆ ବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି
ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳବାର ଘରକୁ ଫେରୁଥିବା ବେଳେ ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା...
ବିଏମ୍ସିର ଡେଙ୍ଗୁ ବିରୋଧି ସଚେତନତା ପଦଯାତ୍ରା
‘ଆମରି ହାତରେ ଆମରି ସ୍ୱାସ୍ଥ୍ୟ ; ଡେଙ୍ଗୁ ପ୍ରତିକାର ଆମ ଦାୟିତ୍ଵ ’ ନାରା ଆଜି ଦେଖିବାକୁ ମିଳିଛି ମଂଚେଶ୍ବର ସ୍ଥିତ ମଣିନାଗେଶ୍ଵର ବସ୍ତି ଅଂଚଳରେ ।
ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୋନପୁର ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l
ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ଅବାସ ପାଇଁ ହଟହଟା
ଭଙ୍ଗା ଦଦରା ଘରେ ରହୁଛନ୍ତି ପ୍ରମିଳା ବାଗ୍ ଆବାସ ଯୋଜନା ପାଇଁ ହଟହଟା
ସୁଟିଂ ସେଟରେ ଶାହରୁଖ ଖାନ ଗୁରୁତର ଆହତ
ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନ ସୁଟିଂ ସେଟରେ ଆହତ ହୋଇଛନ୍ତି । ଆହତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଶାହରୁଖଙ୍କ ଏକ ସର୍ଜରୀ କରିବାକୁ...
ନଦୀ କୂଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବୌଦ୍ଧ ସହର ସତସଙ୍ଗ ବିହାର ସ୍ଥିତ ମହାନଦୀ କୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି
ତେଜସ୍ୱୀ ଯାଦବ ଓ ଲାଲୁଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍
ଜମି ବଦଳରେ ରେଲୱେରେ ଚାକିରି ମାମଲାରେ ସିବିଆଇର ଚାର୍ଜସିଟ୍ ଦାଖଲ। ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।
ପୁଣି ବଢିଲା ଏଲପିଜି ଗ୍ୟାସ୍ ଦାମ୍
ପୁଣି ଲୋକଙ୍କୁ ମହଙ୍ଗା ଛାଟ୍ । ପନିପରିବା ଦାମ୍ ହୁଁ ହୁଁ ବଢୁଥିବା ବେଳେ ପୁଣି ଗ୍ୟାସ୍ ଦାମ୍ ବଢିଛି । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଏହାର ପ୍ରଭାବ...
ରାଜ୍ୟର ଦୃଷ୍ଟି ଓ ଶୃତିି ବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ୨ଟି ଉଚ୍ଚ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ ୩ରେ ଥିବା ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ...
ଧ୍ୱଂସାଭିମୁଖୀ ଜଙ୍ଗଲ ପରିବେଶ
ବଡ଼ବାଲିକଣି ଗ୍ରାମ ପଞ୍ଚାୟତ ର ମହାନଦୀ ପଠା ରେ ସୃଷ୍ଟି କରାଯାଇଥିବା ଝାଉଁ ଜଙ୍ଗଲ ଏବେ ଧ୍ୱଂସାଭିମୁଖୀ
ବର୍ଷା : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆଜିଠୁ ରାଜ୍ୟରେ ହୋଇପାରେ ବର୍ଷା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର...
କଣ ପାଇଁ ହେଉନାହିଁ କାର୍ଯ୍ୟାନୁଷ୍ଠାନ ବିଜେପି ର କଡ଼ା ଆଭିମୁଖ୍ୟ
କଣ ପାଇଁ ହେଉନାହିଁ କାର୍ଯ୍ୟାନୁଷ୍ଠାନ, ମୁଖ୍ୟ ଶାସନ ସଚିବ ଙ୍କ ନୀରବତା କାହା ସ୍ବାର୍ଥରେ, ବିଜେପି ର କଡ଼ା ଆଭିମୁଖ୍ୟ
ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି
ଓଡିଶା ସାହିତ୍ୟ ଏକାଡେମୀ ର ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ...
ଓଡିଶା ସାହିତ୍ୟ ଏକାଡେମୀ ର ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ l
ସୁବର୍ଣ୍ଣପୁରରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ
ସୁବର୍ଣ୍ଣପୁରରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ । କଳାପତାକା ପ୍ରଦର୍ଶନ କଲେ ଆପ୍ କର୍ମକର୍ତ୍ତା । ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେବ ବୋଲି କହିଲା ଆପ୍ ।








