Posts
ଶାରୀରିକ ସଂପର୍କକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ
ଶାରୀରିକ ସଂପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସଂପର୍କ ଦୁଷ୍କର୍ମ ବିବେଚିତ ହେବ ନାହିଁ।
୫ଟି ଉପକ୍ରମରେ ବ୍ରହ୍ମପୁର ବୁଢ଼ି ଠାକୁରାଣୀ ମନ୍ଦିର ନବକଳେବର: ଦୁଇ...
ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି
ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ଅଗଷ୍ଟ ୯ରେ
ଆସନ୍ତା ଅଗଷ୍ଟ ୯ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ହେବ
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହକିତାରକ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡୁଆ ବଢ଼ିଛି।
ରାହୁଲ ନିରାଶ; ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି
ମୋଦି ସରନେମ ମାମଲାରେ ତଳ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟ ଯାଇଥିବା ରାହୁଲ ଗାନ୍ଧିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି
ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ
ବିଶାଖାପାଟଣାର ପାଗଡିପାଲି-ବୋମାଇପାଲି ନିକଟରେ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି।
୩ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଚାକିରିରୁ ବିଦା
ରାଜ୍ୟର ୯ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୩ ଜଣ ଦୁର୍ନୀତିଗ୍ରସ୍ତ...
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବେନ ଗାଁର ମୁନ୍ନା ହରିଜନଙ୍କ ସ୍ତ୍ରୀ ପାର୍ବତୀ ହରିଜନ
ଅସହ୍ୟ ହେଲାଣି ଫାଇନାନ୍ସ କମ୍ପାନି ଙ୍କ ଦୌରାତ୍ମ୍ୟ : ରାଜ୍ୟ ବିଜେପି
ସାରା ରାଜ୍ୟରେ ବେସରକାରୀ ଫାଇନାନ୍ସ କମ୍ପାନି ମାତିଛନ୍ତି। ସୁଧ ଉପରେ ସୁଧ ଭିଡିବାରୁ ଋଣ ଭାରରେ ସପ୍ତାହକରେ ୫ଜଣ ଆତ୍ମହତ୍ୟା କଲେଣି
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ...
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଗତକାଲି ବିସିସିଆଇ ସିଲେକ୍ସନ କମିଟି ଏହି ସିରିଜ୍ ପାଇଁ ଟି-୨୦ ଦଳ ମଧ୍ୟ ଘୋଷଣା କରିସାରିଛି...
ଲାଞ୍ଚ ନେବାବେଳେ ସୁକିନ୍ଦା ଥାନା ଏସଆଇଙ୍କୁ ଧରିଲା ଭିଜିଲାନ୍ସ
ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଏସ୍ଆଇ । ଜଣେ ଗାଡି ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସୁକିନ୍ଦା ଥାନାର ଏସଆଇ ନିର୍ମଳ ଚନ୍ଦ୍ର ସେନାପତିଙ୍କୁ ଧରିଛି ଭିଜିଲାନ୍ସ।
କଟକ , ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ...
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ...
ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ
ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ୟ୍ୟକ୍ରମ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଇଟି ରେଡ ବେଳେ ମିଳିଲା ଫେକ୍ ନୋଟ୍
ଦ୍ୱିତୀୟ ଦିନରେ ଡିଏନ ଗ୍ରୁପରେ ଜାରି ରହିଛି ଆଇଟି ରେଡ । ଗୋଟିଏ ପରେ ଗୋଟିଏ ୩ଟି ଟ୍ରଙ୍କ ମିଳିଥିବା ବେଳେ ଟ୍ରଙ୍କରେ ଭର୍ତ୍ତି ହୋଇ ରହିଛି ଟଙ୍କା ଓ କାଗଜପତ୍ର
ବାଲେଶ୍ୱରକୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହାୟତା
ବାଲେଶ୍ୱର ଓ ବାହାନଗା କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହାୟତା । ସାଂସଦ ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଦେଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ








