Posts
ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ ଅଭିନେତା ସିଦ୍ଧାନ୍ତ
ସେ ଖାଲି ରିଲ୍ ହିରୋ ନୁହଁନ୍ତି, ରିଅଲ ହିରୋ ମଧ୍ୟ।
ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ଅଭିଯୋଗ
ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାମାଆଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି
ବିପୁଳ ପରିମାଣର ବିଦେଶୀ ମଦ ଜବତ, କପଡା ବ୍ୟବସାୟୀଙ୍କ ପୁଅ ଗିରଫ
ବରଗଡ଼ ଗ୍ରାମାଞ୍ଚଳ ଥାନା ତରଫରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ଜଣେ ଯୁବକ ଗିରଫ କରାଯାଇଛି
ଆବାସ ଯୋଜନା ଅପେକ୍ଷା ରେ ପାର୍ବତୀ ଓ ତାଙ୍କ ଦୁଇ ଝିଅ
ବିଧବା ପାର୍ବତୀ ଓ ଦୁଇ ଝିଅ ଙ୍କୁ କେବେ ମିଳିବ ଆବାସ୍ ଯୋଜନା, ତୁରନ୍ତ ଦେବା ପାଇଁ ଗ୍ରାମବାସୀଙ୍କ ଦାବୀ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ
ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ:କେନ୍ଦ୍ରମନ୍ତ୍ରୀ...
ଗୁରୁଙ୍କ ଆଶୀର୍ବାଦ ହିଁ ଜୀବନରେ ଆଣେ ଜ୍ଞାନ ରୂପକ ଆଲୋକ
ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭାବନା ବ୍ୟକ୍ତ କରିଛନ୍ତି।
ମୋଦିଙ୍କ ଘର ଉପରେ ଉଡିଲା ଡ୍ରୋନ୍, ସୁରକ୍ଷା ବ୍ୟବସ୍ଥା କଡ଼ାକଡି
ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆଦିଲ୍ଲୀ ବାସଭବନ ଉପରେ ଉଡିଲା ଡ୍ରୋନ । ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବା ସତ୍ତ୍ୱେ କିଭଳି ନୋ ଫ୍ଲାଇଂ ଜୋନକୁ ଆସିଲା ଡ୍ରୋନ ତାହାକୁ...
କୂଅରେ ଆତ୍ମହତ୍ୟା ଉଦ୍ୟମ: ମାଆ ଓ ବଡ଼ ଝିଅ ଉଦ୍ଧାର
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ପାରିବାରିକ କଳହରୁ ଅଘଟଣ। ମାଆ ରଶ୍ମିତା ଗୌଡ଼ ନିଜର ବଡ଼ ଝିଅ ଗୁଞ୍ଜନ, ସାନ ଝିଅ ଆଲିସା...
ରାଜଧାନୀରେ ଭିନ୍ନ ଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା
ସାବଧାନ ରାଜଧାନୀରେ ମାତିଛନ୍ତି ଲୁଟେରା। CCTVରେ କଏଦ ହେଲା ଲାଇଭ୍ ଲୁଟ୍
ବନ୍ଧୁକ ଦେଖାଇ ଲୁଟିନେଲେ ସାଢ଼େ ତିନି ଭରି ସୁନା
କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ସାଗଯୋର ଗାଁରେ ଗତ ବିଳମ୍ବିତ ରାତିରେ ୪ ଜଣ ଦୁର୍ବୁତ୍ତ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଇଥିବା...
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ବରଗଡ଼ ଜିଲ୍ଲା ଝରବନ୍ଧ ଜାମପାଳିରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଛି ।
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର
ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ । ଅଜିତ ପାୱାର ଏନସିପି ଠାରୁ ଅଲଗା ହୋଇ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ।
ଗୁଣିଗାରେଡ଼ି ସନ୍ଦେହରୁ ପରିବାର ଛାରଖାର
ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲା ମୁଣ୍ଡ । ଅନ୍ଧବିଶ୍ୱାସରୁ ରକ୍ତପାତ ହେବା ସହ ଛାରଖାର ହୋଇଗଲା ପରିବାର ।
ରତ୍ନଭଣ୍ଡାର ପ୍ରସଙ୍ଗରେ କାହିଁକି ରାଜନୀତି
ରତ୍ନ ଭଣ୍ଡାର ଖୋଲିବା ନେଇ ଏତେ ବେଗ୍ର କାହିଁକି ? ରତ୍ନ ଭଣ୍ଡାର ଖୋଲିବା କଣ ନିହାତି ଦରକାର ? କଣ ପାଇଁ ଲୋଡା ଯାଉନାହିଁ ରାଜାଙ୍କ ପରାମର୍ଶ?








