Posts

Bhubaneswar

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ

ନନ୍ଦନକାନନ ସରୀସୃପ ଉଦ୍ୟାନର ୪୬ ନମ୍ବର ଖୁଆଡ଼ରେ ଏକ ଅଣ୍ଡିରା ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି

State

ଆଇଏଏସ୍ ସ୍ତରରେ ଅଦଳବଦଳ

୨୦୦୯ ବ୍ୟାଚ୍‌‌ ଆଇଏଏସ୍‌‌ ଡ. ଏନ୍‌‌ ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି କରାଯାଇଛି

Cuttack

ଶେଷ ହେଲା ଏବର୍ଷର ବାଲିଯାତ୍ରା, ପୁଣି ଅପେକ୍ଷା ଆର ବରଷକୁ

ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବର ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ଅନନ୍ୟା ଶ୍ରୀତମ ନନ୍ଦଙ୍କ ରୋମାଣ୍ଟିକ ସଂଗୀତ।

Bhubaneswar

ରାଜଧାନୀରେ ସକ୍ରିୟ ବାଇକ୍‌ ଲୁଟେରା ଗ୍ୟାଙ୍ଗ : ୩ ଗିରଫ, ୨୩ ବାଇକ୍‌...

ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ତାଲା ଭାଙ୍ଗି ନେଇ ଫେରାର୍‌ ହୋଇଯାଉଛନ୍ତି।

National

ବ୍ୟାନ ହେବ ଏହିସବୁ ଆପ

ବ୍ୟାନ୍‌ ହେବ ୧୦୦ରୁ ଉର୍ଦ୍ଧ୍ୱ ଚାଇନିଜ୍‌ ୱେବସାଇଟ୍‌ ।

State

ବାତ୍ୟା ପାଇଁ ୬୦ ଟ୍ରେନ୍‌ ବାତିଲ୍‌

ସମ୍ଭାବ୍ୟ ବାତ୍ୟା ଓ ଏହା ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ...

Puri

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ଜାନୁଆରି ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ।

State

କାହିଁକି ପାଳନ ହୁଏ ପ୍ରଥମାଷ୍ଟମୀ

ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ।

National

ବାୟୁସେନା ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ତେଲେଙ୍ଗାନାରରେ ବାୟୁସେନା ବିମାନ ଦୁର୍ଘଟଣା । ଯେଉଁଥିରେ 2 ଭାରତୀୟ ବାୟୁସେନା ପାଇଲଟ ପ୍ରାଣ ହରାଇଛନ୍ତି ।

State

ଭିନ୍ନକ୍ଷମ ଶ୍ରମିକଙ୍କୁ ରାଜ୍ୟ ସରକାର ଦେଲେ ପଂଜିକରଣ ପତ୍ର

ଏହି ଶିବିରରେ ରାଜ୍ୟ ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ୫୦ ବର୍ଗର ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୦୯ ଜଣ ଭିନ୍ନକ୍ଷମ ଶ୍ରମିକମାନଙ୍କୁ ପଞ୍ଜିକରଣ ପତ୍ର ପ୍ରଦାନ...

National

ଆଗ୍ନେୟଗିରି ଉଦଗୀରଣରେ ୧୧ ପର୍ବତରୋହୀଙ୍କ ମୃତ୍ୟୁ

ଇଣ୍ଡୋନେସିଆର ମାଉଣ୍ଟ ମରାପୀରେ ଆଗ୍ନେୟଗିରି ଉଦଗୀରଣ । ବିସ୍ଫୋରଣ ପରେ ୧୧ ପର୍ବତରୋହୀଙ୍କ ମୃତ୍ୟୁ ଘଟିଛି ।