ପାଣ୍ଡିଆନଙ୍କୁ କଳା ପତାକା
ପଟ୍ଟାମୁଣ୍ଡାଇ ମହିପାଳ ଠାରେ ଭିକେ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ

ପଟ୍ଟାମୁଣ୍ଡାଇ ମହିପାଳ ଠାରେ ଭିକେ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ । ନଗର ବିଜେପି ପକ୍ଷରୁ ନାରାବାଜି ଓ କଳାପତାକା ପ୍ରଦର୍ଶନ । ଗାଡି ଆଗୁକୁ ଦୌଡି ଆସି କଳାପତାକା ଦେଖାଇଲେ ବିଜେପି କର୍ମୀ । ପଟ୍ଟାମୁଣ୍ଡାଇ ମିଟିଂ ସ୍ଥଳରେ ମଧ୍ୟ କ୍ୟଳାପତାକା ଦେଖାଇ ବିରୋଧ ।