Politics
ବିଜେଡି ପ୍ରତିଷ୍ଠା ଦିବସ : ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ
ବିଜେଡି ପ୍ରତିଷ୍ଠା ଦିବସ : ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ, ଲୋକଙ୍କ ପାଖରେ ସେବା ଆଉ ବିକାଶ ପହଞ୍ଚାଇବାକୁ ନେତା ନେବେ ଶପଥ
ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ
ବିଜେଡି ପାଳୁଛି ୨୭ ତମ ପ୍ରତିଷ୍ଠା ଦିବସ । ଆଜିର ଏହି ଖାସ ଦିନ ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।
ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ : ମନମୋହନ ସାମଲ
ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ । ଯାହାକୁ ଆଧାର କରି ଆଜି ଦେଶ ଅଗ୍ରଗତି କରିଛି...
ନବୀନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି
ଜଣାଶୁଣା ବ୍ଲଗର କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ବିଜେଡିକୁ ଏଭଳି କହିଲେ ଶରତ
ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ବିଜେଡିକୁ ପିସିସି ସଭାପତି ଶରତ ପଟ୍ଟନାୟକ ଟାର୍ଗେଟ କରିଛନ୍ତି ।
ପୁଣି ପାଣ୍ଡିଆନଙ୍କ ଟାର୍ଗେଟ
ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଲେଖାହେଲା ରୂପାନ୍ତରଣର ନୂଆ କାହାଣୀ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...
ପଦ୍ମପୁରବାସୀଙ୍କୁ ପ୍ରତାରଣା: ପ୍ରଦୀପ
ପଦ୍ମପୁରକୁ ଜିଲ୍ଲା ଘୋଷଣା ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିରୋଧୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ...
ରାଜ୍ୟସଭାରେ ୩ ଅପରାଧିକ ବିଲ୍ ପାସ୍
ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ୩ ନୂଆ ଅପରାଧିକ ବିଲ୍।
୩୦ରେ ପଦ୍ମପୁର ଜିଲ୍ଲା ଘୋଷଣା,୨୯ ବର୍ଷର ସ୍ବପ୍ନ ପୂରା କରିବେ ନବୀନ
ଆସନ୍ତା ୩୦ ତାରିଖରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଆଶାର ସଞ୍ଚାର...
ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ପ୍ରିୟଙ୍କା
INDIA ମେଣ୍ଟ ପକ୍ଷରୁ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବାକୁ ସେ କହିଥିବା ଜଣାପଡ଼ିଛି। କିଛି ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।
ଆଉ ରହିବନି ଆଇପିସି, ସିଆରପିସି : ସଂସଦରେ ୩ ବିଲ ପାସ୍
ଟିଶ ଶାସନ ସମୟରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ...
‘ଗଣତନ୍ତ୍ରର ଶ୍ବାସରୁଦ୍ଧ କରାଯାଇଛି’: ସୋନିଆ ଗାନ୍ଧି
୧୪୧ ସାଂସଦ ନିଲମ୍ବନ ଘଟଣାରେ କହିଲେ ସୋନିଆ
୯୨ ସାଂସଦଙ୍କୁ ନିଲମ୍ବନ ବିରୋଧରେ ‘ଇଣ୍ଡିଆ ମେଣ୍ଟ’ର ରଣନୀତି
ଶୀତ ଅଧିବେଶନ ବହିଷ୍କାର ନେଇ ଯୋଜନା
ପାଣ୍ଡିଆନଙ୍କୁ କଳା ପତାକା
ପଟ୍ଟାମୁଣ୍ଡାଇ ମହିପାଳ ଠାରେ ଭିକେ ପାଣ୍ଡିଆନଙ୍କୁ କଳା ପତାକା ପ୍ରଦର୍ଶନ
ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି
ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ
ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢିବେ ଶ୍ରୀମୟୀ ମିଶ୍ର
ନିର୍ବାଚନୀ ମାହୋଲ ଭିତରେ ବଡ଼ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା ।









