Politics

ବିହାରରେ ରାହୁଲଙ୍କ ଜିପ୍ ଯାତ୍ରା

ବିହାରର ସାସାରାମରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଯୋଗ...

କଂଗ୍ରେସ ଏବଂ ଯୁବ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ଫ୍ରିଜ୍: ଅଜୟ ମାକନ

ଆମ ଦେଶକୁ ତାଲାବନ୍ଦ କରି ଦିଆଯାଇଛି । ଆମ ଦେଶର ଗଣତନ୍ତ୍ର ଫ୍ରିଜ୍ ହୋଇଯାଇଛି ।

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ । ପୂର୍ବରୁ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଘୋଷଣା କରିଛି ବିଜେଡି ।

ନବୀନଙ୍କ ପୁଣି ବଡ ଘୋଷଣା, ବଢିଲା କଳାକାର ଭତ୍ତା, ମିଳିବ ମାସକୁ...

ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଗୋଟିଏ ପଟେ ୨୦୨୪ ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବା ତଥା ମୋଦୀ ସରକାରଙ୍କ ଦୁର୍ନୀତି ବିରୋଧରେ ଲୋକଙ୍କୁ ଅବଗତ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ...

ବିଜେପିରେ ମିଶିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେଡିରୁ ବହିସ୍କୃତ ହେବା ପରେ ଅନେକ ଚର୍ଚ୍ଚାରେ ରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଆମେ କାହାକୁ ସମର୍ଥନ ମାଗିନୁ: ମନମୋହନ

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି

ରାଜ୍ୟସଭାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଘୋଷଣା ହେଲା ଅଶ୍ବିନୀ ବୈଷ୍ଣବଙ୍କ ନାମ

ଅଶ୍ବିନୀ ବୈଷ୍ଣବ ହେବେ ବିଜେପିର ଓଡିଶା ରାଜ୍ୟସଭା ପ୍ରାର୍ଥୀ

ରାଜ୍ୟସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି

୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି।

ସବୁ ରାସନ କେନ୍ଦ୍ର ଯିବ ବିଜେପି: ଲେଖାଶ୍ରୀ

ବିଜେଡି ପକ୍ଷରୁ ବ୍ୟାଗ ବଣ୍ଟନକୁ ବିରୋଧ କରି ବିଜେପି ରାଜ୍ୟରେ ଥିବା ସବୁ ରାସନ କେନ୍ଦ୍ରକୁ ଯିବ ବୋଲି ବିଜେପି ନେତ୍ରୀ ତଥା ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ...

ଦିବାକର ପାତ୍ର ପୁରୀ ଜିଲ୍ଲା ବିଜେଡିର ନୂଆ ସଭାପତି

ପୁରୀ ଜିଲ୍ଲା ବିଜେଡିର ନୂଆ ସଭାପତି ଭାବେ ଦିବାକର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି।

କେନ୍ଦ୍ରୀୟ ନେତା ଏବେ ଓଡ଼ିଶା ମୁହାଁ ପ୍ରଚାର ପାଇଁ ଓଡ଼ିଶା ଆସିବେ...

କେନ୍ଦ୍ରୀୟ ନେତା ଏବେ ଓଡ଼ିଶା ମୁହାଁ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପାର ଏହି ହେଭିଓ୍ବେଟ୍‌ ନେତା

ନିର୍ବାଚନ ପୂର୍ବରୁ ଦାଖଲ କର ବନ୍ଧୁକ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ଲୋକଙ୍କୁ କମିଶନର୍ ପୋଲିସର ନିର୍ଦ୍ଦେଶ

ମୟୂରଭଞ୍ଜରେ ହେବ ୧୨ଟି ବୃହତ୍‌ ଶିଳ୍ପ, ୫୯୪୦ କୋଟିର ପୁଞ୍ଜିନିବେଶ

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୫୯୪୦.୨୮ କୋଟି ଟଙ୍କା ପୁଞ୍ଜିନିବେଶ‌ରେ ୧୨ଟି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ହେବ।

୭ ରାଜ୍ୟ ପାଇଁ ୧୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

୭ ରାଜ୍ୟ ପାଇଁ ୧୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।

ବିଜେଡିର ଜାତୀୟ ମୁଖପାତ୍ର ହେଲେ ସଂତୃପ୍ତ ମିଶ୍ର

ବିଜେଡିରେ ଯୋଗ ଦେଉ ଦେଉ ସଂତୃପ୍ତ ମିଶ୍ର ଙ୍କୁ ଜାତୀୟ ମୁଖପାତ୍ର ଭାବେ ବିଜୁ ଜନତା ଦଳ ପକ୍ଷରୁ ଦାୟିତ୍ଵ ନିର୍ବାହ ପାଇଁ ନିୟୋଜିତ କରାଯାଇଛି

ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ପୂର୍ବତନ କର୍ପୋରେଟ୍ ଅଧିକାରୀ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି ।