Politics

ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ମନ୍ମଥ

୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି।

ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ମମତାଙ୍କ ବିରୋଧ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ‘ଏକ ଦେଶ, ଏକ ନିର୍ବାଚନ’ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ସହମତ ନୁହଁନ୍ତି

ହାଇଟେକ୍ ଲାଇସେନ୍ସ ରଦ୍ଦ କର : ବିଜେପି

ହାଇଟେକ୍‌ର ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ବିଜେଡି ଛାଡ଼ିଲେ ବଳଭଦ୍ର ମାଝୀ

ବିଜେଡିକୁ ବାଏ ବାଏ । ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ । ସେ ହେଉଛନ୍ତି ବଳଭଦ୍ର ମାଝୀ । ଶ୍ରୀ ମାଝୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି...

ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର...

ରାଜ୍ୟ ସରକାରଙ୍କ ‘ନିଯୁକ୍ତି ପର୍ବ’ରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଯିବ...

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ...

ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଧାମରାଇ ମଣ୍ଡଳ ଅନ୍ତର୍ଗତ ଧାମରା, ଜାଗୁଳା, କରଞ୍ଜମାଳ ପଂଚାୟତରୁ ଶତାଧିକ ନେତା ରାଜ୍ୟ ସଭାପତି ମନମୋହନ...

ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ

ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ l ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା...

ବାଣପୁରରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା ପୂର୍ବରୁ ପ୍ରସ୍ତୁତି...

ଆସନ୍ତା ୧୦ ତାରିଖରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ ।

କଂଗ୍ରେସ ଜାରି କଲା 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ର ଲୋଗୋ

ଏହି ଲୋଗୋର ଦୁଇଟି ଅଂଶ ଅଛି ଯେଉଁଥିରେ ଲେଖା ଅଛି 'ଭାରତ ଯୋଡୋ ନ୍ୟାୟ ଯାତ୍ରା', ନ୍ୟାୟର ହକ୍ ମିଳିବା ପର୍ୟ୍ୟନ୍ତ।

ପାଣ୍ଡିଆନଙ୍କ ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ

ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବାକୁ ଗଲେ ପାଣ୍ଡିଆନ ସାଜିଛନ୍ତି ମାଧ୍ୟମ l ଓଡ଼ିଆ ଓ ଓଡିଶା କୁ ନେଇ ଉଠିଲା ସ୍ୱାଭିମାନ ର ପ୍ରଶ୍ନ

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି।

ବିଜେପି ଆସିଲେ ପ୍ରଥମ ଦିନରେ ହିଁ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ:...

ବିଜେପି ସରକାରକୁ ଆସିଲେ ପ୍ରଥମ ଦିନ ହିଁ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ । ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି...

ଜାନୁଆରି ୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଡ. ଅଜୟ କୁମାର ୬ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି...

ଓଡିଶା ଓ ଉତ୍ତର ଆନ୍ଧ୍ରରେ ସ୍ବଦେଶୀ ଅମୃତ ଭାରତ ଏକ୍ସପ୍ରେସକୁ ଭବ୍ୟ...

ଓଡିଶା ଓ ଉତ୍ତର ଆନ୍ଧ୍ରରେ ସ୍ବଦେଶୀ ଅମୃତ ଭାରତ ଏକ୍ସପ୍ରେସକୁ ଭବ୍ୟ ସ୍ୱାଗତ

ଗଂଜାମ ବିଜେଡିରେ ଅସନ୍ତୋଷର ନିଆଁ

ନିର୍ବାଚନ ଯେତିକି ପାଖେଇ ଆସୁଛି ଗଂଜାମରେ ବିଜେଡିର ଅସନ୍ତୋଷର ନିଆଁ ସେତିକି କୁହୁଳୁଛି।

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି

ଶୁକ୍ରବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।