City

ବ୍ରହ୍ମପୁର ପାର୍କ ଜଳାଶୟରୁ ୨ ଶବ ଉଦ୍ଧାର

ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କରେ ଅଘଟଣ

ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ। ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୪ ମୃତ

ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫସିଲା ସଫାରୀ ବସ୍‌

ସଫାରୀରେ ଦବିଲା ବସ୍‌, ଘେରିଗଲେ ସିଂହ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫସିଲା ସଫାରୀ ବସ୍‌

ନରହନ୍ତାକାରୀ ଙ୍କୁ ଦୟା ମାୟା ନାହିଁ, ଘାଣ୍ଟୁଛି ସିବିଆଇ

ବାହାନଗା ଟ୍ରେନ୍ ଦୁର୍ଘଟଣା: ଅଭିଯୁକ୍ତଙ୍କୁ ଦୟା ମାୟା ନାହିଁ, ଗିରଫଦାରୀ ଙ୍କ ସଂଖ୍ୟା ବଢିବ

ଦାୟିତ୍ଵ ଗ୍ରହଣ କଲେ ପାରାଦୀପ ଏଡିଏମ୍ ଲଗ୍ନଜିତ୍ ରାଉତ୍

ପାରାଦୀପ ରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଲଗ୍ନଜିତ୍ ରାଉତ୍

ସାମ୍ବାଦିକଙ୍କ ପକ୍ଷରୁ ଅତିରିକ୍ତ ଏସପି ଓ ଅତିରକ୍ତ ଜିଲ୍ଲାପାଳଙ୍କୁ...

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ତରଫରୁ ନୂତନ ଭାବେ ଜିଲ୍ଲାରେ ଯୋଗଦାନ କରିଥିବା ୨ ଅତିରିକ୍ତ ଏସପି ଓ 3 ଅତିରକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ ଓ ଶୁଭେଚ୍ଛା

Coastal shipping of Thermal Coal from East to West, PPA...

PPA opens up new Thermal Coal Coastal Shipping Gateway for the Western Gencos

ରାଜ୍ୟ ପ୍ରଶାସନର ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଓଲଟା ସିଂହ ନୁହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ ସିଂହ ବସାଯାଇଛି : ବିଶେଷଜ୍ଞ

ଶ୍ରୀମନ୍ଦିର ସିଂହଦ୍ୱାର ର ରୂପା କବାଟ ରେ ଓଲଟା ସିଂହ ପ୍ରସଙ୍ଗ, ବାସ୍ତୁଶାସ୍ତ୍ର ଅନୁଯାୟୀ ସିଂହଦ୍ୱୟ ପ୍ରତିଷ୍ଠିତ

ରାଜ୍ୟର ଦୃଷ୍ଟି ଓ ଶୃତିି ବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ୨ଟି ଉଚ୍ଚ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ ୩ରେ ଥିବା ଭୀମ ଭୋଇ ଦୃଷ୍ଟିହୀନ ସରକାରୀ  ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ...

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ ଅଭିନେତା ସିଦ୍ଧାନ୍ତ

ସେ ଖାଲି ରିଲ୍‌ ହିରୋ ନୁହଁନ୍ତି, ରିଅଲ ହିରୋ ମଧ୍ୟ।

ସ୍ମାର୍ଟ ସିଟି ର ସ୍ମାର୍ଟ ବ୍ୟବସ୍ଥା

କେବଳ ପ୍ରଚାର ପ୍ରସାର ରେ ବିଏମସି ର ଆବର୍ଜନା ସଫେଇ ଅଭିଯାନ

ଗୁରୁଙ୍କ ଆଶୀର୍ବାଦ ହିଁ ଜୀବନରେ ଆଣେ ଜ୍ଞାନ ରୂପକ ଆଲୋକ

ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭାବନା ବ୍ୟକ୍ତ କରିଛନ୍ତି।

ରାଜଧାନୀରେ ଭିନ୍ନ ଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା

ସାବଧାନ ରାଜଧାନୀରେ ମାତିଛନ୍ତି ଲୁଟେରା। CCTVରେ କଏଦ ହେଲା ଲାଇଭ୍‌ ଲୁଟ୍‌

ରାଜଧାନୀକୁ ପୁଣି ଡେଙ୍ଗୁ ଭୟ

ରାଜଧାନୀକୁ ପୁଣି ଡେଙ୍ଗୁ ଭୟ । ୱାର୍ଡରୁ ୱାର୍ଡ ବ୍ୟାପୁଛି । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ ପରିବା ଦର ଆକାଶ ଛୁଆଁ

ରାଜଧାନୀ ଏକନମ୍ବର ପରିବାର ବଜାରରେ ପରିବା ଦର ଆକାଶ ଛୁଆଁ।

ପାରାଦୀପ ରେ ୫ଟି ସଚିବ ଭିକେ ପାଣ୍ଡିଆନ

କହିଲେ - ପାରାଦ୍ୱୀପ ବନ୍ଦରକୁ ୧ ନମ୍ବରରେ ପରିଣତ କରିବା ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି