City

ପାରାଦୀପ ବନ୍ଦର ରେ ଗଚ୍ଛିତ ପ୍ରାୟ ୩୦ହଜାର ମେଟ୍ରିକ୍ ଟନ୍ ବାଲି...

କାଗଜ ପତ୍ର ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ହଟି ପାରିବ ନାହିଁ ଗଚ୍ଛିତ ବାଲି, କୁଜଙ୍ଗ ତହସିଲଦାର ଙ୍କ କଡା କାର୍ଯ୍ୟାନୁଷ୍ଠାନ

୩ ବର୍ଷୀୟା ଶିଶୁ କନ୍ୟାଙ୍କୁ ବଳାତ୍କାର

ମୁର୍ମୁଷୁ ଅବସ୍ଥାରେ ସମୁଦ୍ର ବେଳା ଭୂମି ରୁ ଉଦ୍ଧାର, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ମୁହଁ ଖୋଲିଲେ ବାପି ସର୍ଖେଲ

ଭାଇରାଲ ନାଚ ଭିଡିଓ କୁ ନେଇ ବାପି ଙ୍କ ସ୍ପଟିକରଣ

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

୩ ଦିନିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଗାଡିରୁ ଓଲ୍ଲାଇ ଲୋକଙ୍କ ପାଖକୁ ଚାଲି ଚାଲି ଗଲେ ।

ଓଡ଼ିଶା କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ ପ୍ରଥମ ପ୍ରତିଷ୍ଠା ଦିବସ

ଓଡ଼ିଶା କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ୍ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି

୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ସମାଜ ପାଇଁ ସେବା କରିବା ଓ ଖୋଲା ମନରେ ନିଷ୍ପତି ନେବା ପାଇଁ ସଂକଳ୍ପ କରିବା - ଧର୍ମେନ୍ଦ୍ର ପ୍ରଧାନ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଥିବା ସମସ୍ତ ଯୁବସାଥୀ...

ମନସା ର ମାନବିକତା

ପାରାଦୀପ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମନସା ଚାରିଟେବୁଲ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଉଦ୍‌ଘାଟିତ ହେଲା ‘ୱଣ୍ଡର କେଭ୍‌ସ’

ଖଣ୍ଡଗିରି ପ‌ଦ ଦେଶରେ ଫୋର୍ଟ ଆଣ୍ଡ୍ କେଭ୍‌ସ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ‘ୱଣ୍ଡର କେଭ୍‌ସ’ ଉଦ୍‌ଘାଟିତ ହୋଇଯାଇଛି

ଅଖା ବସ୍ତା ଭିତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ମିଳିଲା ଶିଶୁ କନ୍ୟା

ଧଉଳି ଅଞ୍ଚଳରୁ ଧରା ହେଲେ ୧୧ ଆନ୍ତରାଜ୍ୟ ଲୁଟେରା

ଏକ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ

ଆଜି ଚିତାଲାଗି ଅମାବାସ୍ୟା;

କମନୀୟ ଦୃଶ୍ୟ ଉପଭୋଗ କଲେ ହଜାର ହଜାର ଶ୍ରଦ୍ଧାଳୁ

ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧାରଣାରେ ବସିଛନ୍ତି ଛାତ୍ରୀ...

ୟୁନିଟ୍‌-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରତିବାଦରେ ଧାରଣା । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରୀ...

ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିବ ରମା ଦେବୀ ଜୁନିଅର...

ରାଜଧାନୀର ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରମା ଦେବୀ ଜୁନିଅର କଲେଜ୍ ଚାଲିବ। ଏଠାରେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ପାଠପଢ଼ା ହେବ।

ମାଲ ବୋଝେଇ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଜେ ଏସ ଡବ୍ଲୁ

ମାଲ ବୋଝେଇ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଜେ ଏସ ଡବ୍ଲୁ

ପାରାଦୀପ ରେ ଓଡ଼ିଆ ନାଟ୍ୟକାର ସମ୍ମେଳନ

ପାରାଦୀପ ରେ ଆୟୋଜିତ ଦୁଇଦିନିଆ ଓଡ଼ିଆ ନାଟ୍ୟକାର ସମ୍ମେଳନ ଉଦଯାପିତ

ପାରାଦୀପ ମାଛଧରା ବନ୍ଦର ରେ ଆଖି ଆଗରେ ଡଲଫିନ୍ ର ମୃତ୍ୟୁ

ପାରାଦୀପ ମାଛଧରା ବନ୍ଦର ରେ ଆଖି ଆଗରେ ଡଲଫିନ୍ ର ମୃତ୍ୟୁ

ରାଜଧାନୀରେ ଘର ମାଲିକ ସାବଧାନ

ରହିବା ଘରେ ବ୍ୟବସାୟ କରୁଥିଲେ ଗଣିବେ ତଣ୍ଡ