State

ଗାୟକ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ  ଯୈ।ନ ନିର୍ଯାତନା ଅଭିଯୋଗ।

ବୋଲେରୋ ଧକ୍କାରେ ୨ ସାଙ୍ଗ ମୃତ

ଭୋଜି ଖାଇସାରି ଘରକୁ ଫେରୁଥିଲେ। ଗଛ ଛାଇରେ ଖରା ଦାଉରୁ ରକ୍ଷାପାଇଁ ଠିଆ ହୋଇଥିବାବେଳେ ମାଡିଗଲା ବୋଲେରୋ ଗାଡି।

ପାରାଦୀପ ଗଡ ରେ ଆୟୋଜିତ ହେଲା ରଜ ମହୋତ୍ସବ

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ଦ୍ୱିତୀୟ ବାର୍ଷିକ ରଜ ମହୋତ୍ସବ -୨୦୨୩

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର

ଭଦ୍ରକରେ ମନ୍ତେଇ ବ୍ରିଜ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରୁଛନ୍ତି...

ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ବିକାଶର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ ।

5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ

ନୂଆ ରୂପରେ ଝଲସିବ ଘଟଗାଁ ମା ତାରିଣୀ ପୀଠ ବିକଶିତ ହେବ ଗୁଣ୍ଡିଚାଘାଗି ଜଳପ୍ରପାତ ଓ ଗୋନାସିକା ଗୁପ୍ତଗଙ୍ଗା ସ୍ଥଳୀ, ଆଗାମୀ ୫୦୦ ବର୍ଷକୁ ଆଖିରେ ରଖି ଭିତ୍ତିଭୂମି...

ସ୍ବପ୍ନରେ ଡରାଉଛି ଟ୍ରେନ ଦୁର୍ଘଟଣା, ଶୋଇ ପାରୁନାହାନ୍ତି ଆହତ ଯାତ୍ରୀ

ବାହାନଗା ଟ୍ରେନ ଦୁର୍ଘଟଣାକୁ ୧୦ ଦିନ ବିତିଯାଇଛି । ହେଲେ ଆଜି ବି କାଳ ସର୍ପ ପରି ଡରାଉଛି ସେହି କାଳ ରାତିର ଦୃଶ୍ୟ ।

ବାହାନଗା ଦୁର୍ଘଟଣା ପରେ ଚେତିଲା ରେଳବାଇ, ସବୁ ସିଗ୍ନାଲିଂ ରୁମର...

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ରେଳବାଇ ବୋର୍ଡ ଏହାର ସମସ୍ତ ସିଗ୍ନାଲିଂ ସମ୍ପତ୍ତି ପାଇଁ ‘ଡବଲ୍ ଲକ୍’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି...

ବଜ୍ରପାତ ନେଇଗଲା ଦୁଇ ଜୀବନ, ୩ ଗୁରୁତର

କାଳବୈଶାଖୀ ଦେଲା ଦୁଃଖ। ବଜ୍ରପାତ ନେଇଗଲା ଦୁଇ ଜୀବନ, ଗୁରୁତର ହୋଇଛନ୍ତି ତିନିଜଣ।

୧୬ ରୁ ୨୨ ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା

ବର୍ଷାରେ ଭିଜିବ ଶେଷ ରଜ। ଆସନ୍ତା ୧୬ ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ହେବ ବର୍ଷା।

ଶାବଳରେ ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

ଏହି ଗାଁର ରାମ ସିଂର ପତ୍ନୀ ଶର୍ମିଲା ପଡ଼ୋଶୀଙ୍କ ବିବାହରେ ନାଚିଥିଲେ। ଏଥିରେ ରାଗିଯାଇ ରାମ ସିଂ ଶର୍ମିଳାଙ୍କୁ ଗାଳିଗୁଲଜ କରିବା ସହ ଶାବଳରେ ଆକ୍ରମଣ କରିଥିଲା।...

ବାହାନଗା ଟ୍ରେନ ଦୁର୍ଘଟଣାକୁ ଛୁଇଁଲା ୧୦ ଦିନ, ଯାନ୍ତ୍ରିକ ନା ମନୁଷ୍ୟକୃତ,...

ବାହାନଗା ରେଳ ଦୁର୍ଘଟଣାକୁ ଆଜି ୧୦ ଦିନ ଛୁଇଁଛି । ହେଲେ ଏପର୍ଯ୍ୟନ୍ତ ଦୋଷୀ କିଏ? କେଉଁଠି ଭୁଲ ଥିଲା, ଏହା ମନୁଷ୍ୟକୃତ ନା ଯାନ୍ତ୍ରିକ ? ଏହା ପଛରେ କିଛି ଷଡଯନ୍ତ୍ର...

ଡିଏସ୍‌ପିରୁ ଅତିରିକ୍ତି ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି...

୭୮ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।

ରାଜ୍ୟରେ ଆଉ କିଛି ଦିନ ଜାରି ରହିବ ଗରମ ଓ ଗୁଳୁଗୁଳି

ପ୍ରବଳ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳୁନାହିଁ।

5T ସଚିବଙ୍କ କେନ୍ଦୁଝର ଗସ୍ତ

ଭୀମକୁଣ୍ଡ କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକାଶ କରାଯିବ , ଚମ୍ପୁଆ ରେ ଏକ ମାସ ଭିତରେ Drink from tap ଯୋଜନା କାର୍ଯ୍ୟକାରି ହେବ , 175 କୋଟି...

ଦୁଇ ଦିନିଆ ଓଡିଶା ଗସ୍ତରେ ତାମିଲନାଡୁର ୧୫ଜଣିଆ ଟିମ୍‍

ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା, ଗାରିମା ଯୋଜନାକୁ ପ୍ରଶଂସା : କିନ୍ନରଙ୍କ କାର୍ଯ୍ୟଶୈଳୀର ଅନୁଧ୍ୟାନ, କଟକ ମହାନଗର ନିଗମ ବୁଲି କାର୍ଯ୍ୟ...

ପୂର୍ବତନ ଯୁବ କଂଗ୍ରେସଙ୍କୁ ହତ୍ୟା ଘଟଣା

କାଶୀପୁର ବ୍ଲକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ

ବାହାନଗା ଟ୍ରେନ ଦୁର୍ଘଟଣା: ଦାବିଦାର ନ ମିଳିଲେ ମୃତଦେହଗୁଡିକର ସତ୍କାର...

ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ବାକି ଥିବା ୮୧ଟି ମୃତଦେହ ହସ୍ତାନ୍ତର ହୋଇପାରୁନାହିଁ।

୧୫ ପରେ ଓଡ଼ିଶାରେ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଛୁଇଁବା ସହ କର୍ଣ୍ଣାଟକ ଓ ତାମିଲନାଡ଼ୁର କିଛି ଅଂଶରେ ପହଞ୍ଚିଛି ।