State

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ଆଜି ଅଣସରର ଚତୁର୍ଦ୍ଦଶୀ ତିଥି । ଦତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡ଼ି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।

ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ମୃତ

ଶିମିଳିପାଳରେ ପୁଣି ଫୁଟିଲା ଗୁଳି । ଶିକାରୀଙ୍କ ଗୁଳିରେ ଜଣେ ବନ କର୍ମଚାରୀ ପ୍ରାଣ ହରାଇଛନ୍ତି ।

ସୁଭଦ୍ରାଙ୍କ ରଥର ଅଖରେ ଫାଟ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରଥନିର୍ମାଣ ପ୍ରାୟ ଶେଷ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ ଦେଖିବାକୁ ମିଳିଛି ।

ଭକ୍ତ ଙ୍କ ବିଶ୍ୱାସ ର ସହିତ ଖେଳ

ନକଲି ମହାପ୍ରସାଦ ଅଭଡା ଡାଲି କୁ ନେଇ ଚର୍ଚ୍ଚା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଶ୍ୱାସ କୁ ଅତୁଟ ରଖିବାକୁ ନିବେଦନ

5Tରେ ରୂପାନ୍ତରୀଣ ହେବ କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜ: 5T...

କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜକୁ 5Tରେ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି

ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ୨ ଦିନ ବଢ଼ିଲା ଖରାଛୁଟି ।

କବାଡି ପ୍ରତିଯୋଗିତା ରେ ଜିରାଳ ଟିମ୍ ଚାମ୍ପିଅନ  

ରଜ ରେ ଅନୁଷ୍ଠିତ ବ୍ଲକ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ଜିରାଳ ଟିମ୍ ଚାମ୍ପିଅନ  

ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ

ଭକ୍ତିର ଶକ୍ତି: ସୁଦୂର ରାଜସ୍ଥାନରୁ ପୁରୀ ଦଣ୍ଡବତ ଯାତ୍ରା

ବାଘ ଛାଲ ଜବତ, ୩ ଗିରଫ

ଓଡ଼ିଶା ସୀମାନ୍ତ ଗାଁରେ ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେ ବଡ଼ଧରଣର ଚଢ଼ଉ

ପୁରୀରେ ନକଲି ମହାପ୍ରସାଦ ପ୍ରସ୍ତୁତି ନେଇ ଅଭିଯୋଗ

ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କ ବିଶ୍ୱାସ ସହ ଖେଳ । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ପ୍ରସ୍ତୁତ ହେଉଛି ନକଲି ଅବଢ଼ା ।

ପଶ୍ଚିମ ରେ ଅଧିକ ତାତି , ସୋନପୁର ଉତ୍ତପ୍ତ ସହର

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରେ ରାଜ୍ୟର ଅନ୍ୟାନ୍ୟ ଭାଗ ଅପେକ୍ଷା ଅଧିକ ତାତି ଅନୁଭୂତ ହେଉଛି।

ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ୍, ସ୍ତ୍ରୀ ଓ ଝିଅ ଗୁରୁତର

ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ବାହାନଗା ଟ୍ରେନ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି

ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।

ଗୋଦାବରୀ ଛୋଟରାୟ ନିରାକାରପୁର ବିକାଶର କଥା ଚିନ୍ତା କରୁଥିଲେ

ଏକାଦଶାହ ସଭା ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର ,୧୧୨ କୋଟିର ପ୍ରସ୍ତାବ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ।

ରଜ ସଂକ୍ରାନ୍ତିରେ ଉଗ୍ରତାରା ପୀଠ ଜନସମାଗମ

ଆଜି ରଜ ପାଇଁ ଚଳ ଚଞ୍ଚଳ ମା ଉଗ୍ରତାରା ପୀଠ ମା ଙ୍କୁ ଦର୍ଶନ ସହ ମିନା ବଜାର ର ବେଶ ମଜା ନେଉଛନ୍ତି ଶ୍ରଦ୍ଧାଳୁ ।

ଚୁଲିରୁ ନିଆଁ ବ୍ୟାପି ଅଗ୍ନିକାଣ୍ଡ: ଜଳିଗଲା ନୂଆ ବାଇକ୍

ସକାଳ ପ୍ରାୟ ୧୧ଟା ସମୟରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ତଳ ସାଗର ପଡ଼ାରେ ଅଗ୍ନିକାଣ୍ଡ

ରାଜ୍ୟରେ ଆଉ ଚାରି ଦିନ ତାତି, ୧୮ ପରେ ବଦଳିପାରେ ପାଗ

ରାଜ୍ୟରେ ଆହୁରି ଚାରି ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ ।

ବାକି ଟଙ୍କା ନଦେବାରୁ ଯୁବକଙ୍କୁ ଭୁଜାଲି ଭୁସି ଦେଲେ

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା କୋଟସାହି ପଞ୍ଚାୟତର ବାଗ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।