State
ଧନ ଜୀବନ ସୁରକ୍ଷା ପାଇଁ ଅଭ୍ୟାସ
ଅସୁରବନ୍ଧ ବାତ୍ୟା ଆଶ୍ରୟସ୍ଥଳୀ ରେ ସାମୁହିକ ଅଭ୍ୟାସ, କେମିତି ନିଜେ ବଞ୍ଚିବେ ଓ ଅନ୍ୟ କୁ ବଞ୍ଚାଇବେ ସେ ନେଇ ଏକ ଅଭ୍ୟାସ
ବିଭିନ୍ନ ବିଭାଗରେ ୨୬୯ ଜଣଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ସହୃଦୟତାର ସହ ଲୋକଙ୍କ ସେବା କର । ସେବାରୁ ଯେପରି କେହି ବଞ୍ଚିତ ହେବେ ନାହିଁ ସେଥିଲାଗି ଦୃଷ୍ଟି ଦେବାକୁ ହେବ । ଓଡିଶାର ବିକାଶ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ...
ଷ୍ଟେସନ ମାଷ୍ଟରଙ୍କ ଘରେ ସିବିଆଇ
ବାହାନଗା ଟ୍ରେନ ଟ୍ରଜେଡିରେ ଷ୍ଟେସନ ମାଷ୍ଟରଙ୍କ ଘରେ ସିବିଆଇ ଟିମ ।
ନେତ ଉତ୍ସବ ଓ ନବଯୌବନ ଦର୍ଶନ
ଭୁବନ ରେ ନେତ୍ର ଉତ୍ସବ ଓ ନବ ଯୌବନ ବେଶ
ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ମହାପ୍ରଭୁଙ୍କ ଆଗମନ ଅପେକ୍ଷାରେ...
ରାତି ପାହିଲେ ରଥଯାତ୍ରା। କୋଟି କୋଟି ଶ୍ରଦ୍ଧାଳୁ ଚାତକ ପରି ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କୁ।
ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ...
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରିଛି ରାଜ୍ୟ ପରିବହନ ବିଭାଗ ।
ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି
ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ।
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ
ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 19 ଜୁନ୍ 2023 ରୁ ତିନି ଦିନିଆ ଗସ୍ତରେ ଓଡିଶା...
ବନ୍ଧା ହେଲେ ବାରିପଦା ଉପଜିଲ୍ଲାପାଳ ଅଫିସର ବରିଷ୍ଠ ରାଜସ୍ୱ ସହାୟକ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ରାମଚନ୍ଦ୍ର ସେନ ।
ଏସସିବିରେ ଆଉ ଜଣେ ଯାତ୍ରୀ ମୃତ, ଟ୍ରେନ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା...
ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।
ରଥଯାତ୍ରା ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୁତୟନ ହେବେ ୪୪ ପ୍ଲାଟୁନ୍...
ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବ ।
ଶେଷ ପର୍ଯାୟରେ ରଥ କାର୍ଯ୍ୟ, ତିନି ରଥରେ ପାର୍ଶ୍ୱ ଦେବାଦେବୀ ସଂଯୋଗ
ରଥଯାତ୍ରା ପାଇଁ ଶେଷ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଛି ।
ଅଭାବନୀୟ : କୁଜଙ୍ଗରେ ଚାଞ୍ଚଲ୍ୟକର ଡବଲ୍ ମର୍ଡର,
ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ, ଲିଭିଗଲା ଦୁଇ ମହିଳାଙ୍କ ଜୀବନଦୀପ, ଔଦ୍ଧତ୍ୟ ନିଶାସକ୍ତ ଯୁବକ ଥାନାରେ ଅଟକ।
ତାଣ୍ଡବ ରଚିଲା କାଳବୈଶାଖୀ
ବଜ୍ରାଘାତରେ ୩ ମୃତ ଓ ୪ ଆହତ
ଗଜପତି ମହାରାଜା ଙ୍କ ମନ ର କଥା
ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା.
ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କ୍ଷୋଭ...
ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
ଜେଏସଡବ୍ଲୁ ର ରଜପର୍ବ
ଜେଏସଡବ୍ଲୁ ପକ୍ଷରୁ ତିନି ଦିନ ଧରି ରଜପର୍ବ ପାଳିତ
ରାୟଗଡ଼ା ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଛୋଟମୋଟ ଅଘଟଣ ନିୟମିତ ଭାବେ ଘଟୁଛି ।
ବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୨୯୧ରେ ପହଞ୍ଚିଲା
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆଉ ଜଣେ ଆହତଙ୍କର ଶନିବାର ଏସ୍ସିବି ମେଡିକାଲରେ ମୃତ୍ୟୁ ଘଟିଛି ।









