State
ଏକ୍ସପାରି ଔଷଧ ସେବନ ହେତୁ ଚାଲିଗଲା ଶିଶୁର ଜୀବନ
ଶିଶୁ ମୃତ୍ୟୁ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ମୃତଦେହ ମାଗଣାରେ ଘରେ ପହଞ୍ଚାଇବ ଓଡ଼ିଶା ସରକାର
ବାହାନଗାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ ଶରୀରକୁ ଓଡ଼ିଶା ସରକାର ନିଜ ଖର୍ଚ୍ଚରେ ସେମାନଙ୍କ ଘରେ ପହଂଚାଇବେ
୩୧ ଜଣ ନିଖୋଜ ଅଛନ୍ତି: ମମତା
କଟକ ଏଏସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ବାହାନଗାରେ ପହଞ୍ଚିଲା ସିବିଆଇ ଟିମ୍
ବାହନଗା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସିବିଆଇ ଟିମ୍
ଶବ ଚିହ୍ନଟରେ ସମସ୍ୟା, ଚାଲିଛି ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ୍
ଦୁର୍ଘଟଣା ପରେ ଏବେ ସରକାରଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି କିଛି ମୃତଦେହଙ୍କ ଚିହ୍ନଟ ପ୍ରକ୍ରିୟା
୮୪ ପରିବାରକୁ ମିଳିଲାଣି ସହାୟତା, ସୂଚନା ଦେଲେ ପୂର୍ବତଟ ରେଳବାଇର...
୮୪ ପରିବାରକୁ ୬କୋଟି ୯୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି
ଆଜି ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର
ସୁସ୍ଥ ପରିବେଶ ରେ ସୁସ୍ଥ ସମାଜ
ସୁସ୍ଥ ପରିବେଶ ସୃଷ୍ଟି ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ
ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର
ବିଶ୍ବ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର
ବିଶ୍ୱ ପରିବେଶ ଦିବସ ପାଳିତ
ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି
ନ୍ୟାର୍ଯ୍ୟ ଦାବି ପୂରଣ କର
୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକୁ ବିଜୁଳି ହେଉଛି ସାରା ଓଡ଼ିଶାର ନ୍ୟାର୍ଯ୍ୟଦାବି।
କୋଲକାତାକୁ ଓଡ଼ିଶା ସରକାରଙ୍କ ମାଗଣା ବସ୍ ସେବା ଆରମ୍ଭ
ବାହାନଗା ଟ୍ରେନ ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଉଛନ୍ତି।
ବରଗଡ଼ରେ ଲାଇନ୍ଚ୍ୟୁତ୍ ହେଲା ଚୂନପଥର ବୋଝେଇ ଟ୍ରେନ୍
ବାହାନଗା ଟ୍ରେନ୍ ଟ୍ରାଜେଡି ମନରୁ ନ ଲିଭୁଣୁ ଓଡ଼ିଶା ପୁଣି ଗୋଟିଏ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ଟ୍ରେନ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର, ଏ ଯାଏଁ ୧୭୦ ମୃତଦେହ...
ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି ।
ବୃଦ୍ଧଙ୍କୁ ନିର୍ମମ ହତ୍ୟା
କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ
ରେଳ ଦୁର୍ଘଟଣା, ରେଲୱେ ସେଫ୍ଟଟି କମିଶନରଙ୍କ ତଦନ୍ତ ଆରମ୍ଭ
ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ
ବିଶ୍ଵ ପରିବେଶ ଦିବସ ପାଳିତ
ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ ପ୍ରିୟ ସ୍ବେଚ୍ଛାସେବୀ ସଂଗଠନ ମିଳିତ ସହଯୋଗରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇ ଯାଇଅଛି
ଶେଷରେ ଚାଲିଲା ଟ୍ରେନ, ୫୧ ଘଣ୍ଟା ପରେ ଲାଇନ ହେଲା ସଫା
ଶେଷରେ ଦୁର୍ଘଟଣା ଘଟିଥିବା ଲାଇନ ଉପରେ ଚାଲିଲା ଟ୍ରେନ।
ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲ ମାଗଣା ରେ କରିବ ଶିକ୍ଷାଦାନ
ରେଳ ଦୁର୍ଘଟଣାରେ ଅସହାୟ ହୋଇ ପଡିଥିବା ପିଲାମାନଙ୍କୁ ମାଗଣାରେ ପାଠ ପଢାଇବେ ସେହଓ୍ୱାଗ
ଆଦାନି ଗୃପ୍ ର ବଡ ଘୋଷଣା
ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ବଡ଼ ଘୋଷଣା କଲେ ଗୌତମ ଆଦାନି









