ଗାୟକ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଯୈ।ନ ନିର୍ଯାତନା ଅଭିଯୋଗ।

ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଯୈ।ନ ନିର୍ଯାତନା ଅଭିଯୋଗ। ଜଣେ ମହିଳା ଭଟ୍ଟଙ୍କ ବିରୋଧରେ ପ୍ରଥମେ ଜଗତପୁର ଥାନାରେ ଏତଲା ଦେଇଥିଲେ। ପରେ ତାଙ୍କୁ ମହିଳା ଥାନାକୁ ପଠାଯାଇଥିଲା। ଯୁବତୀ ଜଣଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି । ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଥିବା ଜଣାପଡ଼ିଛି ।