ଭଦ୍ରକ ରେ ନୂତନ କରି ଖୋଲିଲା ଗୃହ ସଜା ସଜର ଉପକରଣ
ଭଦ୍ରକ ରେ ନୂତନ କରି ଖୋଲିଲା ଗୃହ ସଜା ସଜର ଉପକରଣ

ଭଦ୍ରକ ରେ ପ୍ରଥମ ଥର ପାଇଁ ଘରର କାନ୍ଥ ସହିତ ଓ୍ବଲ ବିଭିନ୍ନ ପ୍ରକାର ଡିଜାଇନ ରେ ସଜ ସଜା କରି ପାରିବା ପାଇଁ ନୂତନ କରି ଭଦ୍ରକ ବାଇପାସ ଟ୍ରାଫିକ୍ ଛକ ନିକଟରେ A1 ଇଣ୍ଟେରିଓ ଏଣ୍ଡ ଡିଜାଇନର ଲୋକ ମାନଙ୍କ ଘରକୁ ବିଭିନ୍ନ ପ୍ରକାର ଡିଜାଇନ ରେ ସଜ ସଜା କରିବା ସହିତ ପ୍ରଥମ ଥର ଖୋଲି ଯାଇଅଛି l
ଏହି ସୋରୁମ ଟିକୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଫିତା କାଟି ଶୁଭ ଉଦ୍ଘଘାଟଣ କରିଥିବା ବେଳେ ତାଙ୍କ ସହିତ ଭଦ୍ରକ ବିଜୁ ଜନତା ଦଳର ଅନ୍ୟ ନେତା ଓ କର୍ମୀ ମାନେ ବହୁ ସଂଖ୍ୟରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି l
ଏଥି ସହିତ ଭଦ୍ରକ ରେ ନୂତନ କରି ଖୋଲି ଥିବାରୁ ନୂତନ କରି ଘର ତିଆରି କରିଥିବା ଲୋକ ମାନେ ଏହି ସୋରୁମ କୁ ଆସି ସୁବିଧା ମୂଲ୍ୟ ରେ ନିଜର ଘର ସଜାଇବାରେ ଲାଭ ନେଇପାରିବେ ବୋଲି କହିଛନ୍ତି lଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ
ଭଦ୍ରକ ରୁ ରାଜେଶ କୁମାର ମାହୁନ୍ତ ଙ୍କ ରିପୋର୍ଟ