Tag: #odishanewsmakers
ବାଣପୁର ର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର
ବାଣପୁର ମୁକ୍ତଦେଇ ପୁର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ
ଏବେବି ସର୍ବନିମ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଝାରପଡା ଗ୍ରାମବାସୀ
ଏବେବି ସର୍ବନିମ୍ନ ମୌଳିକ ସୁବିଧା ରୁ ବଞ୍ଚିତ ସୁବର୍ଣ୍ଣପୁର ଜ଼ିଲ୍ଲାର ଝରାପଡା ଗ୍ରାମବାସୀ
କେନ୍ଦୁପତ୍ର ବୋଝେଇ ପିକଅପ ଜବତ,4 ଗିରଫ
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ପିପଲକଟା ଗ୍ରାମରେ ବନବିଭାଗର ଚଢ଼ାଉ l
ସୀମା ହାଇଦରଙ୍କ ଲଭ୍ ଷ୍ଟୋରୀ ପଛରେ କିଏ
ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଲଭ୍ ଷ୍ଟୋରୀକୁ ନେଇ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି ।
କେନାଲରେ ଭାସିଗଲା ୪ ବର୍ଷର ନାବାଳକ
ଛତ୍ରପୁର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ୪ ବର୍ଷର ନାବାଳକ ଚନ୍ଦନ ପ୍ରଧାନ ଗାଁ ନିକଟ କେନାଲରେ ଭାସିଯାଇ ପ୍ରାଣ ହରାଇଛି।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନ ମୃତ
ଜଣେ ବ୍ୟକ୍ତିଙ୍କ ଘରର ବିଦ୍ୟୁତ ମିଟରକୁ ଯାଇଥିବା ତାର ସଂଯୋଗ କରିବା ବେଳେ ଅଚାନକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନଙ୍କ ଜୀବନ ଚାଲି ଯାଇଛି।
୧୭ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ।
ନିୟୋଜନ ଅସ୍ତ୍ରୋପଚାରର ଶୁଭାରମ୍ଭ କଲା ନାଇକେନପାଲି ଗୋଷ୍ଟୀ ସ୍ୱାସ୍ଥ୍ୟ...
ଜନସଂଖ୍ୟା ସ୍ଥିରତା ପକ୍ଷରେ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାରର ଶୁଭାରମ୍ଭ କଲା ନାଇକେନପାଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର
ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ
ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ
ଓଏମ୍ସି ଦେଲା ୧୪୨୦ କୋଟି
ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ୧୪୨୦ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି।