ସ୍ମୃତି ରେ ଉତ୍ତମ
ଉତ୍ତମ ମହାନ୍ତି ଜଣେ ଖାଲି ଏକ ଅଭିନେତା ନୁହଁନ୍ତି ସେ ଜଣେ ସର୍ବୋତ୍ତମ ପ୍ରେରଣା ଦାୟକ ଅନୁଷ୍ଠାନ

୧୯୫୪ ମସିହା ରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଜନ୍ମ ଗ୍ରହଣ କରିଥିଲେ ।
୧୯୭୭ ମସିହାରେ "ଅଭିମାନ" ଚଳଚ୍ଚିତ୍ର ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ ।
ସେ ବହୁ ସମ୍ମାନର ଅଧୀକାରୀ ଥିଲେ
ଓଡ଼ିଆ ଚଳଚିତ୍ର ପାଇଁ ଓଡ଼ିଶା ପାଇଁ ଅପୁରଣୀୟ କ୍ଷତି ଆଣି ଦେଇଛି।
*ତାଙ୍କର ଅଭିନୀତ ଚଳଚ୍ଚିତ୍ର
୧୯୭୭ : ଅଭିମାନ
୧୮୮୦ : ରାମାୟଣ
୧୯୮୨ : ଜ୍ୱାଇଁ ପୁଅ
୧୯୮୨ : ଫୁଲ ଚନ୍ଦନ
୧୯୮୩ : ଭକ୍ତ ସାଲବେଗ
୧୯୮୩ : ଝିଅଟି ସୀତା ପରି
୧୯୮୪ : ଅଭିଳାଷ
୧୯୮୪ : ଦଣ୍ଡା ବାଳୁଙ୍ଗା
୧୯୮୫ : ପଳାତକ
୧୯୮୫ : ସପନ ବଣିକ
୧୯୮୫ : ଚକା ଭଉଁରୀ
୧୯୮୫ : ସତ କେବେ ଲୁଚି ରହେନା
୧୯୮୫ : ସ୍କୁଲ ମାଷ୍ଟର
୧୯୮୫ : ମମତା ମାଗେ ମୂଲ
୧୯୮୫ : ଜଗା ହାତରେ ପଘା
୧୯୮୫ : ସହରୀ ବାଘ
୧୯୮୫ : ପୂଜା ଫୁଲ
୧୯୮୫ : ସମୟ ବଡ଼ ବଳବାନ
୧୯୮୬ : ଯୋର ଯାର ମୂଲକ ତା'ର
୧୯୮୬ : ତୁଣ୍ଡ ବାଇଦ
୧୯୮୮ : ପାପ ପୂଣ୍ୟ
୧୯୮୮ : ବଡ଼ ଭାଉଜ
୧୯୮୮ : ପୁଅ ମୋର କଳା ଠାକୁର
୧୯୮୮ : ଯାହାକୁ ରଖିବେ ଅନନ୍ତ
୧୯୮୮ : କନ୍ୟା ଦାନ
୧୯୮୮ : ସୁନା ଚଢ଼େଇ
୧୯୮୯ : ରଜନୀଗନ୍ଧା
୧୯୮୯ : ପଞ୍ଚୁପାଣ୍ଡବ
୧୯୯୦ : ପରଦେଶୀ ଚଢେଇ
୧୯୯୦ : ବସ୍ତ୍ର ହରଣ
୧୯୯୦ : ଦଇବ ଦଉଡ଼ି
୧୯୯୦ : ଠାକୁର ଅଛନ୍ତି ଚଉଵାହାକୁ
୧୯୯୦ : ଦାଦାଗିରି
୧୯୯୧ : ଆମ ଘର ଆମ ସଂସାର
୧୯୯୨ : କପାଳ ଲିଖନ
୧୯୯୨ : ଭୀଷ୍ମ ପ୍ରତିଜ୍ଞା
୧୯୯୨ : ଏଇ ଆମ ସଂସାର
୧୯୯୩ : ଭାଗ୍ୟ ହାତେ ଡୋରୀ
୧୯୯୪ : ଲକ୍ଷେ ଶିବ ପୂଜି ପାଇଛି ପୁଅ
୧୯୯୪ : ସାକ୍ଷୀ ରହିଲା ଏ ସିଂହ ଦୁଆର
୧୯୯୪ : ସମୟ ବଡ ବଳବାନ
୧୯୯୫ : ସକଳ ତୀର୍ଥ ତୋଚରଣେ
୧୯୯୫ : ରକତ କହିବ କିଏ କାହାର
୧୯୯୫ : ସୁଭଦ୍ରା
୧୯୯୬ : ସୁନାପୁଅ
୧୯୯୬ : ଲକ୍ଷ୍ମଣ ରେଖା
୧୯୯୬ : ପୁଅ ମୋର ଭୋଳା ଶଙ୍କର
୧୯୯୬ : ସୁହାଗ ସୁନ୍ଦର
୧୯୯୮ : ରୂପା ଗାଁର ସୁନା କନିଆଁ
୧୯୯୮ : ସହର ଜଳୁଛି
୧୯୯୯ : କଳ୍କୀ ଅବତାର
୨୦୦୧ : କଳା ମାଣିକ
୨୦୧୨ : ଲଭ ମାଷ୍ଟର
୨୦୨୨ : ବିଦ୍ୟାରାଣ
????????ଓମ ଶାନ୍ତି ????????