Tag: #odishanewsmakers

Khordha

ରାଜ୍ୟରେ ଡରାଉଛି ଡେଙ୍ଗୁ

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୦୦ ।

Horoscope

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୧୫ ତାରିଖ ୨୦୨୩ ମସିହା(ଶନିବାର)*

State

ରାୟପୁରରୁ ଆସିବ ବଡ଼ପୁଞ୍ଜି

ରାୟପୁରରୁ ଆସିବ ବଡ଼ପୁଞ୍ଜି । ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ ।

State

ପଶ୍ଚିମ ଓଡ଼ିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

National

ଲଞ୍ଚ ହେଲା ଚନ୍ଦ୍ରୟାନ-୩

ଲଞ୍ଚ ହେଲା ଚନ୍ଦ୍ରୟାନ-୩, ଶ୍ରୀହରିକୋଟାରୁ ହେଲା ସଫଳ ଉତ୍‌କ୍ଷେପଣ

Bhubaneswar

ରାଜଧାନୀରେ ଘର ମାଲିକ ସାବଧାନ

ରହିବା ଘରେ ବ୍ୟବସାୟ କରୁଥିଲେ ଗଣିବେ ତଣ୍ଡ

National

ବର୍ଦ୍ଧିତ ଦର ନେଲା ଜୀବନ

ଟମାଟୋ ଚାଷୀଙ୍କୁ ହତ୍ୟା, ବର୍ଦ୍ଧିତ ଦର ନେଲା ଜୀବନ

Keonjhar

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ଯାଜପୁର ଜିଲା ସୁକିନ୍ଦାରୁ କୋଇଲା ବୋଝେଇ କରି କେନ୍ଦୁଝର ଜିଲା ବାଂଶପାଣିକୁ ଆସୁଥିବା ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା।

State

ତିନି ବିଭାଗରେ ୧୮୧ ଜଣଙ୍କୁ ମିଳିଲା ନିଯୁକ୍ତି

ଆଜି ୩ ବିଭାଗରେ ୧୮୧ ଜଣଙ୍କୁ ମିଳିଛି ନୂଆ ନିଯୁକ୍ତି । ଏହି ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ ।

State

ସିଧାସଳଖ ଲୋକଙ୍କ ସହ ଯୋଡ଼ି ହେବ ସିଏମଓ

ଲୋକଙ୍କ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ସମାଧାନ । ଲୋକଙ୍କ ସହ ସିଧା ସଳଖ ଯୋଡ଼ି ହେବ ସିଏମଓ କାର୍ଯ୍ୟାଳୟ l

National

ଦିଲ୍ଲୀରେ ବନ୍ୟା ପରିସ୍ଥିତି ଯୋଗୁଁ ହାଇ ଆଲର୍ଟ

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୟଙ୍କର ଭାବେ ଫୁଲିଉଠିଛି ଯମୁନା ନଦୀ

State

୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂଆ ପଦବୀ ସୃଷ୍ଟି...

୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

Politics

୫ଟି ସଚିବଙ୍କୁ ବିଜେପିର ବିରୋଧ

ରାଜ୍ୟ ସରକାର ତଥ୍ୟର ମାପକାଠି ନ କରି ୨୩ ବର୍ଷ ଶାସନ ବିଫଳତାର ଗୋଲାପୀ ଚିତ୍ର ଦେଖାଉଛନ୍ତି ।