Onm

Onm

Last seen: 5 days ago

Editor

Member since Oct 3, 2022 info@odishanewsmakers.com

Following (2)

Followers (0)

Jagatsinghapur

ମହାନ ହାସ୍ୟ ଅଭିନେତା ରବି ଶତପଥି ଙ୍କ ପରଲୋକ

ଆରପାରିକୁ ଚାଲିଗଲେ ଯାତ୍ରା ଜଗତର ମହାନ ହାସ୍ୟ ଅଭିନେତା ରବି ଶତପଥି ଓରଫ୍ ପଦୁ ମହାନ୍ତି

Sports

ବିଶ୍ୱକପ ୨୦୨୩ ହାତେଇବା ଅଭିମୁଖେ ଭାରତ, ଅପେକ୍ଷା ଆଉ ଗୋଟିଏ ପାଦକୁ

ଆଉ ଗୋଟିଏ ପାହାଚ ଅତିକ୍ରମ ପରେ ଟିମ୍ ଇଣ୍ଡିଆ ହାତରେ ବିଶ୍ବକପ୍ ୨୦୨୩, ଅପେକ୍ଷା ସେହି ବିରଳ ମୁହୁର୍ତ୍ତ କୁ

Sports

ସାମି ଙ୍କ ଘାତକ ବୋଲିଂ ରେ ସେମି ଫାଇନାଲ ହେଲା ସାମି ଫାଇନାଲ

ବିଶ୍ୱକପ୍‌ରେ ଶାମି ସୁନାମୀ: ପ୍ରଥମ ଭାରତୀୟ ବୋଲର ଭାବେ ବିଶ୍ୱକପ୍‌ରେ ନେଲେ ୫୦ ୱିକେଟ୍

Sports

ସେମି ଫାଇନାଲରେ ନ୍ୟୁଜିଲାଣ୍ଡ କୁ ହରାଇ ଫାଇନାଲ ରେ ଭାରତ

ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ଶାମୀଙ୍କ ଘାତକ ବୋଲିଂରେ ନ୍ୟୁଜିଲାଣ୍ଡ ଧରାଶାୟୀ

Sports

କ୍ରିକେଟ ଜଗତ ରେ ବିରାଟ ଙ୍କ ବିରାଟ ମାଇଲ ଖୁଣ୍ଟ

ଭାଙ୍ଗିଲା ସଚିନ ତେନ୍ଦୁଲକରଙ୍କ ରେକର୍ଡ । କୋହଲି ମାରିଲେ ୫୦ ତମ ଶତକ । ନ୍ୟୁଜିଲାଣ୍ଡ ବିରୋଧରେ ଭାରତୀୟ ବ୍ୟାଟରଙ୍କ ରନ୍ ବର୍ଷା

State

ପଶ୍ଚିମ ଆଫ୍ରିକା ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ

ନା ମିଳୁଛି ଖାଇବାକୁ ଖାଦ୍ୟ, ନା ମିଳୁଛି ପିଇବାକୁ ପାଣି, ଘରକୁ ଫେରିବା ଆଶାରେ ଚାହିଁ ବସିଛନ୍ତି ସାତ ସମୁଦ୍ର ସେପାରି ରେ ଓଡିଆ ଶ୍ରମିକ

Sports

ଭାରତ ର ବିପୁଳ ବିଜୟ

୧୬୦ ରନରେ ହାରିଲା ନେଦରଲ୍ୟାଣ୍ଡ ଟିମ, ଭାରତ ରେକର୍ଡ ଅପରାଜିତ ୯ରୁ ୯

Paradip

ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ

Bhubaneswar

ଜେଲରୁ ମୁକୁଳିଲେ ପ୍ରଯୋଜକ ଟୁଟୁ ନାୟକ

ଜାମିନ ମିଳିଲା ପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରୁ ମୁକୁଳିଛନ୍ତି।

National

ରସାୟନିକ ବାଣ ଫୁଟାଇବା ବ୍ୟାନ କଲେ ସୁପ୍ରିମକୋର୍ଟ

ଦିଲ୍ଲୀ ର ବାୟୁ ପ୍ରଦୂଷଣ ନେଇ ପଦକ୍ଷେପ, ସାରା ଦେଶରେ ଘାତକ ପ୍ରଦ୍ୟୁଷଣ ସୃଷ୍ଟି ରସାୟନିକ ବାଣ ଫୁଟାଇବା ବ୍ୟାନ କଲେ ସୁପ୍ରିମକୋର୍ଟ

Sports

କ୍ରିକେଟ୍ ଇତିହାସରେ ପ୍ରଥମ ଟାଇମ୍ ଆଉଟ୍

ବିଶ୍ୱ କ୍ରିକେଟ୍ ଇତିହାସରେ ପ୍ରଥମ; କୌଣସି ବଲ୍ ନ ଖେଳି ଆଉଟ୍ ହେଲେ ଆଞ୍ଜେଲୋ ମାଥ୍ୟୁସ

Sports

ଜନ୍ମଦିନରେ ବିରାଟ କୋହିଲି ଙ୍କ ବିରାଟ ଭେଟି

ବିରାଟ ରଚିଲେ ଇତିହାସ; ଜନ୍ମଦିନରେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ

Sports

ଭାରତ ର ରେକର୍ଡ ତୋଡ ବିଜୟ , କ୍ରିକେଟ ଜଗତ ରେ ଇତିହାସ ରଚିଲା ଭାରତ

କୋହଲିଙ୍କ ଶତକ ପରେ ଜାଡ଼େଜାଙ୍କ ଘାତକ ବୋଲିଂ, ଭାରତ ଆଗରେ ଦ. ଆଫ୍ରିକାର ଆତ୍ମସମର୍ପଣ

Kendrapara

ଫାଟିଲା ଇଣ୍ଡିଆନ ଅଏଲ ପାଇପ ଲାଇନ

ହଜାର ହଜାର ଲିଟର ତେଲ ରେ ଭାସିଲା ଚାଷ ଜମି , ଉଜୁଡିଗଲା ଚାଷ , ମୁଣ୍ଡରେ ହାତ ଦେଲେ ଚାଷୀ

State

ବିବାଦ ବଢିବା ପରେ ସାମ୍ୱାଦିକାଙ୍କୁ କ୍ଷମା ମାଗିଲେ ଟୁଟୁ ନାୟକ

କହିଲେ- ତୁମେ ମୋ ଝିଅ ବୟସର… ସବୁ ମିଡ଼ିଆ ଭାଇଭଉଣୀଙ୍କ ପରି ମୋ ପରିବାରର ସଦସ୍ୟ

Paradip

The Indian Coast Guard showed its ability in the Mid Sea

INDIAN COAST GUARD CONDUCTS MARITIME SEARCH AND RESCUE WORKSHOP AND SEA EXERCISE 30-31 OCT 2023 AT PARADIP

State

ଓଡ଼ିଶାରେ ନୂଆ ରାଜ୍ୟପାଳ

ରାଜଭବନରେ ରଘୁବର ଦାସ: ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି, ଆସନ୍ତାକାଲି ନେବେ ଶପଥ

Sports

ଭାରତ ର ବିଜୟ ଛକା

ବିଶ୍ବକପ କ୍ରିକେଟରେ ଭାରତର ଅପରାଜେୟ ଧାରା ଅବ୍ୟାହତ, ଇଂଲଣ୍ଡକୁ ୧୦୦ ରନରେ ହରାଇ ସେମିଫାଇନାଲ ଖେଳିବାକୁ ରାସ୍ତା ସଫା

State

ମନେପଡେ ମହାବାତ୍ୟା

୧୯୯୯ ମହାବାତ୍ୟାକୁ ୨୪ ବର୍ଷ: ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା, ସବୁକିଛି ଉଜାଡ଼ି ଦେଲା...

State

2024 ଜାନୁଆରି ପହିଲା ନୂଆ ବର୍ଷ ରେ ମେଟ୍ରୋ ଟ୍ରେନ୍ ର ଶିଳାନ୍ୟାସ

ଜାନୁଆରି  ପହିଲା  2024 ରେ  ମେଟ୍ରୋ  ରେଳ ର  ଶିଳାନ୍ୟାସ  କରିବେ  ମୁଖ୍ୟମନ୍ତ୍ରୀ ,