Posts
ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ
ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନର ଅପେକ୍ଷା।
SCBରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗଷ୍ଟର ଶୁସାନ୍ତ ଧଳ ସାମନ୍ତ
ଏସିବି ମେଡିକାଲ କାର୍ଡିଓଲୋଜି ବିଭାଗରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗଷ୍ଟର ଶୁସାନ୍ତ ଧଳ ସାମନ୍ତ ।
ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହେଲେ ଟେନିସ୍ ଖେଳାଳି ଦେବାଶିଷ ସାହୁ
କ୍ରୀଡ଼ା ପ୍ରଦର୍ଶନ ପାଇଁ ଚଳିତ ବର୍ଷର ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଛି ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର।
ରାଜଭବନ ଉଦ୍ୟାନ ବୁଲିବା ପାଇଁ ଆପ୍ରେ କରିବାକୁ ପଡିବ ପଞ୍ଜୀକରଣ
ଆସନ୍ତା ୬ ତାରିଖରୁ ଝଲସିବ ରାଜଭବନ ଉଦ୍ୟାନ। ଜାନୁଆରୀ ୨୦ ତାରିଖ ଯାଏଁ ୧୪ ଦିନ ଧରି ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ...
ଆଜିଠୁ ଭୁବନେଶ୍ବର ରୁ ଝାରସୁଗୁଡାକୁ ଉଡିବ ବିମାନ
ଲୋକଙ୍କ ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟସାରକାର ବିମାନ ସେବାରେ ଏହି ନୂଆ ପଦକ୍ଷେପ ମାନ ନେଉଛନ୍ତି ।
ସ୍ତ୍ରୀଙ୍କ ଶ୍ୟାମଳ ତ୍ୱଚାକୁ ନେଇ ମନ୍ତବ୍ୟ ଦେଲେ ସ୍ବାମୀଙ୍କୁ ଅପରାଧୀ...
ଛତିଶଗଡ ହାଇକୋର୍ଟ କହିଛନ୍ତି ଯେ ଶ୍ୟାମଳ ତ୍ୱଚାର ମହିଳାମାନଙ୍କୁ ଅନେକ ସମୟରେ ବିଭିନ୍ନ ସମୟରେ କଟାକ୍ଷ କରାଯାଇଥାଏ।
କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ
କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟ ବିନିମୟରେ ୨୦୮...
ବରଗଡ଼ରେ ରାଜ୍ୟପାଳ ରଘୁବର ଦାସ
ଆଜି ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ ।
ଇଡ୍କୋ ସିଜିଏମ୍ଙ୍କ ଘରେ ଭିଜିଲାନ୍ସ ଚଢାଉ
ଭିଜିଲାନ୍ସ ପଞ୍ଝାରେ ଇଡ୍କୋ ଅଧିକାରୀ । ଇଡ୍କୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।
ଏଣିକି ସପ୍ତାହକୁ ଦୁଇଦିନ ରାତି ପାଟ୍ରୋଲିଂ କରିବେ ଆଇଆଇସି
ଏଣିକି ଥାନା ଅଧିକାରୀମାନେ ଆଉ ଥାନାରେ କେବଳ ବସି ରହିପାରିବେ ନାହିଁ। ଅନ୍ୟ କର୍ମଚାରୀ ଭଳି ନାଇଟ୍ ବିଟ୍ ପାଟ୍ରୋଲିଂ କରିବେ।
ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ସୁଡ଼ଙ୍ଗ ଠାବ ଚର୍ଚ୍ଚା
ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରିସରରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ତେବେ ସୁଡ଼ଙ୍ଗର ପ୍ରବେଶ ପଥ ବେଶୀ ବଡ଼ ନ ଥିବାବେଳେ ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ...
ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: -‘ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ
ବିଜେଡି ପ୍ରତିଷ୍ଠା ଦିବସ : ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ
ବିଜେଡି ପ୍ରତିଷ୍ଠା ଦିବସ : ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ, ଲୋକଙ୍କ ପାଖରେ ସେବା ଆଉ ବିକାଶ ପହଞ୍ଚାଇବାକୁ ନେତା ନେବେ ଶପଥ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ପ୍ରଥମେ ମହାପ୍ରଭୁ...
ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶାଳ ଆୟୋଜନ । କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା...








