୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୁରୀ ପୋଲିସ ।

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୁରୀ ପୋଲିସ । ତାଳବଣିଆ ଅଞ୍ଚଳରେ ଡକାୟତି ଯୋଜନା ବେଳେ ଗିରଫ ହେଲେ ଅପରାଧୀ । ଅଭିଯୁକ୍ତଙ୍କ ଠାରୁ ୩ଟି ବନ୍ଧୁକ, ୧୦ଟି ଛୁରି ଓ ଗୁଳି ଜବତ କରାଯାଇଥିବା ସୂଚନା ରହିଛି । ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ବନ୍ଧୁକ କେଉଁଠୁ ଆଣିଛନ୍ତି ତାର ତଦନ୍ତ କରାଯିବ ବୋଲି କହିଛନ୍ତି ଏସ୍ପି ।