Posts
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପୁଣିଥରେ ନିରାଶ କରିଛନ୍ତି କେନ୍ଦ୍ର ସରକାର।
ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ପ୍ରଥମ ବିଶ୍ୱ ଓଡ଼ିଆ...
ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ।
ଲାଦରପାଲି ଦ୍ଵିତୀୟ ତମ କ୍ରିକେଟ ଲିଗ ଉତଘାଟିତ
ସମସ୍ତ ଖେଳାଳି ମାନଙ୍କ ଉପସ୍ଥିତି ରେ ଥାନା ଅଧିକାରୀ ଙ୍କ ଛକା ମାଡ଼ ଖେଳାଳି ମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଭରିଥିଲ।
ଅବତରଣ କରିବା ବେଳେ ଜଳିଗଲା ବିମାନ
ଅବତରଣ କରିବା ବେଳେ ବିମାନରେ ଲାଗିଲା ନିଆଁ । ଏହି ଦୁର୍ଘଟଣା ଟୋକିଓ ବିମାନ ବନ୍ଦରରେ ଘଟଣାଟି ଘଟିଛି ।
କାଳ ହେଲା କୁହୁଡ଼ି
ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା ।
ଭୟଙ୍କର ଭୂକମ୍ପ ପରେ ଜାପାନରେ ସୁନାମି ଆଲର୍ଟ
ଜାପାନର ପାଣିପାଗ ବିଭାଗ କହିଥିଲା ଯେ ଏକ ବୃହତ୍ ସୁନାମି ପଶ୍ଚିମ ଉପକୂଳରେ ପହଞ୍ଚିପାରେ।
ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୫
ନୂତନ ବର୍ଷରେ ଜାପାନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି ।
ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ
ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ସଜେଇ ହୋଇଛି ଶ୍ରୀମନ୍ଦିର ।
ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ...
ସାକାର ହେବାକୁ ଯାଉଛି ରାଜ୍ୟବାସୀଙ୍କ 'ମେଟ୍ରୋ' ରେଳ ସ୍ୱପ୍ନ








