SCBରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗଷ୍ଟର ଶୁସାନ୍ତ ଧଳ ସାମନ୍ତ
ଏସିବି ମେଡିକାଲ କାର୍ଡିଓଲୋଜି ବିଭାଗରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗଷ୍ଟର ଶୁସାନ୍ତ ଧଳ ସାମନ୍ତ ।

ଏସିବି ମେଡିକାଲ କାର୍ଡିଓଲୋଜି ବିଭାଗରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗଷ୍ଟର ଶୁସାନ୍ତ ଧଳ ସାମନ୍ତ । ହୃଦଘାତ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଗତ ଶୁକ୍ରବାର ଏସ୍ସିବିରେ ଭର୍ତି ହୋଇଥିଲେ । ଶୁସାନ୍ତ ମଧୁମେହ ରୋଗ ସମେତ ହୃଦଘାତ ଜନିତ ସମସ୍ୟା ଥିବାରୁ ତାକୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥଲା ।