କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ

କାଲିଠୁ ସବୁ ଧର୍ମଶାଳା ବୁକିଂ ବନ୍ଦ

କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ

କାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ l୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ lକାଲିଠୁ ସଂରକ୍ଷିତ ରହିବ ପୁରୀର ସବୁ ଧର୍ମଶାଳା*. *ବିଭିନ୍ନ ଧର୍ମାନୁଷ୍ଠାନର କୋଠରୀ ମଧ୍ୟ ସଂରକ୍ଷିତ ରହିବ lସଂରକ୍ଷିତ କୋଠରୀଗୁଡ଼ିକରେ ରହିବେ ନିମନ୍ତ୍ରିତ ଅତିଥି l

ଶ୍ରୀମନ୍ଦିର ଭକ୍ତ ନିବାସରେ ରହିବେ ବ୍ରାହ୍ମଣ ଓ ମଠାଧୀଶ ବୁକିଂ ବନ୍ଦ lକାଲିଠୁ ପୁରୀର ସବୁ ଧର୍ମଶାଳାରେ ବୁକିଂ ବନ୍ଦ l୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ l

କାଲିଠୁ ସଂରକ୍ଷିତ ରହିବ ପୁରୀର ସବୁ ଧର୍ମଶାଳା l ବିଭିନ୍ନ ଧର୍ମାନୁଷ୍ଠାନର କୋଠରୀ ମଧ୍ୟ ସଂରକ୍ଷିତ ରହିବ l ସଂରକ୍ଷିତ କୋଠରୀଗୁଡ଼ିକରେ ରହିବେ ନିମନ୍ତ୍ରିତ ଅତିଥି ଶ୍ରୀମନ୍ଦିର ଭକ୍ତ ନିବାସରେ ରହିବେ ବ୍ରାହ୍ମଣ ଓ ମଠାଧୀଶ