Newly Lunch Odisha Podcast

Unfiltered podcast by Sourav , କିନ୍ନର ମାନଙ୍କ ମନର କଥା

Newly Lunch Odisha Podcast

ସେମାନଙ୍କ ମନକଥା ବୁଝନ୍ତୁ ......

କିନ୍ନର ବୋଲି ମୁଁ ନିଜକୁ ଗର୍ବ ମନେ କରୁଛି ,

ପରିବାର ରେ କିନ୍ନର ଭାବେ ଜନ୍ମ ନେବା ଭାଗବାନଙ୍କ ଆଶୀର୍ବାଦ ,

କାହାକୁ ଦେହ ବ୍ୟବସାୟ କରିବାକୁ ଭଲ ଲାଗେନି ,

ସିଗନାଲ୍ ରେ ଆମେ ଆଶୀର୍ବାଦ ଦେଇ ପଇସା ନେଇ ଥାଉ ,ତାହା ଭିକ୍ଷା ନୂହେଁ ,

କିନ୍ନର ମୃତଦେହକୁ ଚପଲରେ ମାରିମାରି ଶ୍ମଶାନକୁ ନେବା ପ୍ରଥା ସମ୍ପୂର୍ଣ୍ଣ ମିଥ୍ୟା