Politics
ନବୀନ ନିବାସ ଗଲେ ସଞ୍ଜୟ-ଉମା
ଶଙ୍ଖଭବନରେ ସମାଧାନ ହେଲାନି ‘ସତ୍ୟବାଦୀ’ କଳି
ଇଡିରେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ
ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ
ପଦ୍ମ ଧରିଲେ ଦେବାଶିଷ
ବିଜେଡିରୁ ଇସ୍ତଫା ପରେ ପଦ୍ମ ଧରିଲେ ଦେବାଶିଷ ନାୟକ
ବିଜେଡି ଟିକେଟ ପାଇଁ ଦଶହଜାର ଆବେଦନକାରୀ: ବବି ଦାସ
ବବି ଦାସ ଏମିତି କାହିଁକି ଲେଖିଲେ, ଯାହାକୁ ନେଇ ଜାତୀୟ ଦଳ ଭିତରେ ସୃଷ୍ଟି ହୋଇଛି ଆଲୋଡନ
ବିଜେଡି ଛାଡ଼ିଲେ ଦେବାଶିଷ ନାୟକ
ବିଜେଡିରୁ ରବିବାର ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି।
ଆଜି ପଦ୍ମ ଧରିବେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ନିହାର ମହାନନ୍ଦ
ଟାଣୁଆ ନେତା ତଥା ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ କଂଗ୍ରେସ ଦଳରୁ ଇସ୍ତଫା ପରେ କେଉଁ ଦଳକୁ ଯିବେ ସେନେଇ ଚର୍ଚ୍ଚା ଲାଗି ରହିଥିଲା।
ଟମାଟୋ, ଅଣ୍ଡା କି ଗୁଳିମାଡ଼ କରନ୍ତୁ, କେହି ମୋତେ ଅଟକାଇ ପାରିବେନି...
ଗୁଳି ମାରିଲେ ବି ଲୋକଙ୍କ ପାଖକୁ ଆସିବି । ଲୋକଙ୍କ ସେବା କରି ଚାଲିବି ।
ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ
ପଦାକୁ ଆସିଲା ବିଜେଡି ଦଳର ଗୋଷ୍ଠୀ କନ୍ଦଳ
ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼
5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପୁଣି ବିରୋଧ
ବିଜେଡିରେ ସାମିଲ ହେଲେ ବଲାଙ୍ଗିରର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
ସାଧାରଣ ନିର୍ବାଚନ ପୂର୍ବରୁ ଭୁଶୁଡ଼ିବାରେ ଲାଗିଛି ରାଜ୍ୟ ବିଜେପି।
ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ
ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି ।
ରାଜ୍ୟସଭା ପାଇଁ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ
ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ। ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ...
ଦଳ ଛାଡିବେ ଅନେକ ବିଜେଡି ନେତା : ମୋହନ ମାଝୀ
ଅନେକ ବିଜେଡି ନେତା ଦଳ ଛାଡିବେ ବୋଲି କହିଲେ ମୋହନ ମାଝୀ । ୨ ସପ୍ତାହ ଭିତରେ ବଡ ଧରଣର ପରିବର୍ତ୍ତନ ହେବ ।
ବିଜେଡିକୁ ଅଥୟ କରୁଛି ଅଂଶୁମାନ ଝଡ଼
କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି ଅଂଶୁମାନ ମହାନ୍ତି
ମୋତେ ମାରିଲେ ହଜାରେ ସାଲୁଜା ବାହାରିବେ: ସନ୍ତୋଷ ସିଂ ସାଲୁଜା
କଂଟାବାଞ୍ଜି ବିଧାୟକ ସନ୍ତୋଷ ସଂ ସାଲୁଜାଙ୍କୁ ହତ୍ୟା ଧମକ ଘଟଣା ।
ଇସ୍ତଫା ଦେଲେ ନବୀନ ଚନ୍ଦ୍ର ନାରାୟଣ ଦାସ
ଗୋଟିଏ ପଟେ ୨୦୨୪ ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବା ତଥା ମୋଦୀ ସରକାରଙ୍କ ଦୁର୍ନୀତି ବିରୋଧରେ ଲୋକଙ୍କୁ ଅବଗତ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ...
କଂଗ୍ରେସ ଟିକେଟ ନେଇ ଆସିଲା ବଡ଼ ଖବର
ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି । ନିର୍ବାଚନ ପାଇଁ ଉଷ୍ମ ହେଲାଣି ରାଜ୍ୟ ରାଜନୀତି
ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କ ଘରୁ ୧୦ ଲକ୍ଷ ଜବତ କଲା ଇଡି, କାର୍...
ଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ତଥା ତାଙ୍କ ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।









