ONM_News

ONM_News

Last seen: 1 year ago

Copy Editor Of Onm

Member since Apr 18, 2023 pandasubhashree6363@gmail.com

Following (0)

Followers (1)

National

ବଦଳିବ ଟୋଲ୍‌ କଲେକ୍ସନ ସିଷ୍ଟମ୍‌

ହାଇଓ୍ବେରେ ଥିବା ଟୋଲ୍ କଲେକ୍ସନ ସିଷ୍ଟମ ବନ୍ଦ ହୋଇ ନୂଆ ସାଟେଲାଇଟ୍ ବ୍ୟବସ୍ଥା କରାଯିବ । ଏନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ...

State

ଦୁଇ ଦିନରେ ଆଳୁ ସମସ୍ୟାର ହେବ ସମାଧାନ: ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଦୁଇ ଦିନରେ ରାଜ୍ୟକୁ ଆସିବ ଆଳୁ। ଦୂର ହେବ ଅଭାବ

State

‘୩୨ ଟଙ୍କାରେ ବିକନ୍ତୁ ଆଳୁ, ଅଧିକରେ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ’

ଖୁଚୁରା ବଜାରରେ ଆଳୁ କେଜି ୩୨ ଟଙ୍କାରେ ବିକନ୍ତୁ ଆଳୁ

National

କାର୍ଗିଲ ବିଜୟ ଦିବସରେ ପାକିସ୍ତାନକୁ ମୋଦିଙ୍କ କଡା ଚେତାବନୀ

କାର୍ଗିଲ ବିଜୟ ଦିବସର ୨୫ବର୍ଷ ପୂର୍ତ୍ତି ପାଳନ ଲଦ୍ଦାଖର ଦ୍ରାସ୍ ସେକ୍ଟରରେ ଆୟୋଜିତ ହୋଇଛି ବିଜୟ ଦିବସର ରଜତ ଜୟନ୍ତୀ

State

ମୁଁ କାର୍ଗିଲ୍‌... ବୀରତ୍ଵ, ବଳିଦାନ ଏବଂ ସ୍ଵାଭିମାନର ଏକ ଲଢେଇ

ମୁଁ କାର୍ଗିଲ୍... କେବଳ ଏକ ମାତ୍ର ଶବ୍ଦରେ ସୀମିତ ନୁହେଁ, କି ସ୍ଥାନ ନୁହେଁ, ମୋ ସହ ସାରା ଦେଶର ଭାବାବେଗ ଜଡ଼ିତ

State

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ କ୍ଷେତ୍ର। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି।

State

ବରିଷ୍ଠ ବିଜେପି ନେତା ପ୍ରଭାତ ଝାଙ୍କ ପରଲୋକ

ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ

State

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଭୁବନେଶ୍ୱର ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି

State

ବିଧାନସଭାରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ

ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ

State

ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ, କିଲୋ ଛୁଇଁଲାଣି ୫୦

ଗତ କିଛି ଦିନ ଧରି ପରିବା ଦର କଲବଲ କରୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଟେନସନ୍‌ ଦେଲାଣି ଆଳୁ

State

ଦେବପ୍ରସାଦ ଦାଶଙ୍କ ଉପରୁ ଉଠିଲା ନିଲମ୍ବନ

ଦେବପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଯାଇଛି

State

ମୋ ସ୍କୁଲ ନାମ ବଦଳି ହେଲା 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'

ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସ୍ତରର ଶିକ୍ଷଣ ନିମନ୍ତେ ଗଢିତୋଳେ

State

କାଳିଆ ଯୋଜନା ହେଲା ସିଏମ୍ କିଷାନ ଯୋଜନା

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି

State

ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୦ମ

ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୦ମ ସ୍ଥାନରେ ରହିଛି

State

ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ ୨୦୦କୋଟିର କର୍ପସ ପାଣ୍ଠି

ରାଜ୍ୟ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

State

ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର

ଆଜି ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

State

ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଗେଟ୍

ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

State

ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣା : ପରିବାର ଲୋକଙ୍କ ଅଭିଯୋଗ...

ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣାରେ ସସ୍‌ପେନ୍ସ ଜାରି ରହିଥିବା ବେଳେ ସ୍ୱାମୀକୁ ବାନ୍ଧିଛି ପୋଲିସ ।