ONM_News

ONM_News

Last seen: 1 year ago

Copy Editor Of Onm

Member since Apr 18, 2023 pandasubhashree6363@gmail.com

Following (0)

Followers (1)

State

ମଧୁମିତାଙ୍କ ଡାଏରୀ ଜବତ କଲା ପୁଲିସ

ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ମାମଲାରେ ଦିନିକିଆ ରିମାଣ୍ଡରେ ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନା

State

ବିଜେପିରେ ଯୋଗଦେଲେ ମମତା ମହାନ୍ତ

ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି।

State

ଛତିଶଗଡ଼ରୁ ଭାସି ଓଡ଼ିଶାରେ ଲାଗିଲେ ମହିଳା

ମହାନଦୀର ଅକାତ କାତ ପାଣି ଏବେ କୂଳ ଲଂଘୁଛି। ପ୍ରଖର ପାଣି ସ୍ରୋତର ଘୁଁ ଘୁଁ ଗର୍ଜନ ଦେଖୁଥିବା ଲୋକ ମନରେ ଛନକା ପଶାଇ ଦେଉଛି

State

ପଣ୍ୟ କାରବାରରେ ପୁଣି ଏକ ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର

ମାତ୍ର ୧୨୨ ଦିନରେ ୫୦ମିଲିୟନ୍ ରୁ ଅଧିକ ପଣ୍ୟ କାରବାର ଯାହାକି ବିଗତ ଦିନମାନଙ୍କ ଠାରୁ ପ୍ରାୟ ୫.୧୬ ପ୍ରତିଶତ ଅଧିକ ବୋଲି ଜଣାପଡିଛି।

State

ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା ଡାକ୍ତରଙ୍କ ମିଳିଲା ମୃତଦେହ

ଅନେକ ଖୋଜାଖୋଜି ପରେ ମିଳିଛି ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା କଟକ ଜିଲ୍ଲା ଚୌଦ୍ୱାରର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ

State

୫-ଟି ଯୋଜନାରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ:...

ପୂର୍ବତନ ବିଜେଡି ସରକାରରେ ୫ଟି ଯୋଜନା ମାଧ୍ୟମରେ ହୋଇଥିବା କାମ ଉପରେ ମୋହନ ସରକାର ନଜର ରଖିଛନ୍ତି

State

ରାଜ୍ୟସଭା ଓ ବିଜେଡିକୁ ବାଏ ବାଏ କଲେ ମମତା ମହନ୍ତ

ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି

National

ଆଇଏଏସ ପଦ ହରାଇଲେ ପୂଜା, ଭବିଷ୍ୟତରେ ବି ଦେଇ ପାରିବେନି ପରୀକ୍ଷା

ବିବାଦରେ ଥିବା ଟ୍ରେନି ଆଇଏଏସ୍ ପୂଜା ଖେଡ଼କରଙ୍କୁ ଶକ୍ତ ଝଟକା ଲାଗସିଛି

National

ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୫୮କୁ ବୃଦ୍ଧି, ଶହ ଶହ ଲୋକ ଏବେବି...

କେରଳ ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁସଂଖା ୧୫୮କୁ ବୃଦ୍ଧି ପାଇଛି

Dhenkanal

ହାତୀ ଖାଇଗଲା ମଧ୍ୟାହ୍ନ ଭୋଜନ

ବିଦ୍ୟାଳୟରେ ପଶି କବାଟ ଭାଙ୍ଗିବା ସହ ଷ୍ଟୋର ରୁମରେ ଥିବା ଚାଉଳକୁ ଖାଇ ଦେଇଛନ୍ତି ହାତୀ

National

ୱାୟନାଡରେ ୫ ବର୍ଷ ପୂର୍ବେ ଘଟିଥିଲା ଭୂସ୍ଖଳନ

କେରଳର ୱାୟନାଡ଼ସ୍ଥିତ ୪ଟି ଗ୍ରାମ ଯଥା ମୁଣ୍ଡାକାଇ, ଚୁରଲମାଲା, ଅଟ୍ଟାମାଲା ଏବଂ ନୁଲପୁଝାରେ ସୋମବାର ରାତିରେ ଭୂସ୍ଖଳନ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି

State

ବ୍ରିଜ ଉପରେ ସ୍କୁଟିକୁ ନେଇ ବଢ଼ୁଛି ସସ୍‌ପେନ୍ସ; ଆରୋହୀଙ୍କ ପରିଚୟ...

କଟକ ତ୍ରିଶୁଳିଆର ସୁବାଷ ସେତୁ ଉପରେ ଥିବା ସ୍କୁଟିକୁ ନେଇ ବଢୁଛି ସସ୍‌ପେନ୍ସ

National

ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ...

କେରଳର ଓ୍ୱାୟନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି

State

ବସକୁ ୧ ଲକ୍ଷ ୨୨ ହଜାର ଟଙ୍କାର ଜରିମାନା

ରାଜ୍ୟ କ୍ରୀଡ଼ା ଛାତ୍ରାବାସ ପିଲାଙ୍କୁ ନେଇ ଟାଉନ ହାଇସ୍କୁଲ ଆସୁଥିବା ଏକ ଘରୋଇ ବସ୍‌କୁ ୧ ଲକ୍ଷ ୨୨ ହଜାର ଟଙ୍କା ଜରିମାନା କରିଛି ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ...

State

ଆକ୍ସନ ମୋଡ଼ରେ ରାଜ୍ୟ ପରିବହନ ବିଭାଗ

ଆସନ୍ତାକାଲି ଠାରୁ ଆହୁରି କଡାକଡି ଚେକିଂ ହେବ ନାବାଳକ ଗାଡି ଚାଳନା

Paradip

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜାହାଜକୁ ଗିରଫ କର

ପାରାଦୀପ ବନ୍ଦରରେ ଥିବା ଜାହାଜ (ଏମ୍.ଭି ଜେଡ୍ଏଚ୍ଇ ଏଚ୍ଏଆଇ ୫୦୫ (ଆଇଏମ୍ଓ ନମ୍ବର-୯୫୬୭୪୭୭)କୁ ଗିରଫ କରିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି