ମହିମା ଙ୍କ ମହିମା ଅପାର
ପବିତ୍ର ଅକ୍ଷୟ ତୃତୀୟା ତିଥି ର ଜନ୍ମଦିନ ଅବସରରେ ଲକ୍ଷ ଲକ୍ଷ ଶୁଭେଚ୍ଛା ଓ ଶୁଭକାମନା ସାଉଁଟିଲେ ଓଡିଆ ଜାତିର ଗର୍ବ ଓ ଗୌରବ ମହାନ ବିରଳ ବ୍ୟକ୍ତିତ୍ୱ ମହିମାନନ୍ଦ ମିଶ୍ର

ଜନ୍ମଦିନ ରେ ଏ ଓଡ଼ିଆ ଜାତି ର ଗର୍ବ ଓ ଗୌରବ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ଓଡ଼ିଆ ଜାତି ଆଜି ଗର୍ବିତ କାହିଁକି ନା ଲକ୍ଷ ଲକ୍ଷ ଓଡ଼ିଆ ପରିବାରର ଅନ୍ନ ଦାତା ମହିମା , ଆଜି ଏହି ପବିତ୍ର ଦିନ ଅବସରରେ ମହିମା ଙ୍କୁ ରାଜ୍ୟ ତଥା ଦେଶ ବିଦେଶ ରୁ ଅନେକ ଜନ୍ମଦିନ ର ଶୁଭେଚ୍ଛା ଓ ଶୁଭକାମନା ବାର୍ତ୍ତା ପଠାଇଛନ୍ତି, ଏଥିସହ ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ଓ କର୍ମଚାରୀ ଙ୍କ ସମେତ ଅଧିକାରୀମାନେ ମଧ୍ୟ ମହିମାଙ୍କୁ ଭେଟି ତାଙ୍କ ନିରୋଗମୟ ଜୀବନ କାମନା କରିବା ସହିତ ଶୁଭେଚ୍ଛା ଓ ଶୁଭକାମନା ମଧ୍ୟ ଜଣାଇଛନ୍ତି ,
ତେବେ ଜଗତର ନାଥ ଜଗନ୍ନାଥ ଙ୍କ ଅପାର କରୁଣା କୃପାରୁ ମହିମା ଙ୍କ ମହିମା ଏପରି ଆମର ଏହି ଓଡ଼ିଆ ଜାତି ଉପରେ ଥାଉ ଏହାହିଁ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ବିନମ୍ର ପ୍ରାର୍ଥନା, ଚଲାପଥ କୁସୁମିତ ହେଉ, ସଦା ସର୍ବଦା ଆରୋଗ୍ୟ ଜୀବନ ଲାଭ କରନ୍ତୁ, ଓଡ଼ିଆ ଜାତି ମାନ ରଖନ୍ତୁ ଏହାହିଁ ଓଡ଼ିଶା ନିୟୁଜ ମେକର୍ସ ପକ୍ଷରୁ କାମନା , ଜୟ ଜଗନ୍ନାଥ