କୁଟ୍ଟେଙ୍କୁ ମିଳିଲା ନୂଆ ଦାୟିତ୍ୱ
ଡିଏସ୍ କୁଟ୍ଟେଙ୍କୁ ଗୃହ ବିଭାଗ ଓଏସଡି ଭାବେ ମିଳିଲା ନୂଆ ଦାୟିତ୍ୱ ।

ଡିଏସ୍ କୁଟ୍ଟେଙ୍କୁ ଗୃହ ବିଭାଗ ଓଏସଡି ଭାବେ ମିଳିଲା ନୂଆ ଦାୟିତ୍ୱ । କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ନିଲମ୍ବନ ହଟିବା ପରେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ୨୦୨୪ ସାଧାରଣ ନିର୍ବାଚନ ବେଳେ ଡିଏସ୍ କୁଟ୍ଟେଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ନିର୍ବାଚନ କମିଶନ ।