Posts

Horoscope

ଆଜିର ରାଶିଫଳ

୨୦୨୩ ମସିହା ଅପ୍ରେଲ ମାସ ୨୩ ତାରିଖ (ରବିବାର)

Jharsuguda

ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା

ଭୋଟରଙ୍କ ମନ ଜିଣିବାକୁ ବିଜେଡି, ବିଜେପି ଓ କଂଗ୍ରେସର ଉଦ୍ୟମ

Puri

ମାଟିର ପୁଅ ମାଟିରେ ମିଶିଗଲେ

ସହିଦ ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୈତୃକ ଗାଁ ସତ୍ୟାବାଦୀ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ...

State

ତାତି ରୁ ଆଶ୍ବସ୍ତି

ଘଡଘଡି ବିଜୁଳି ସାଙ୍ଗକୁ କ୍ଷଣିକ ପାଇଁ ଝଡ ବର୍ଷା ର ତାଣ୍ଡବ, ପରେ ପରେ ଝିପି ଝିପି ବର୍ଷା

Dhenkanal

ଇଦ୍ ମୁବାରକ

ମୁସଲମାନ ସମ୍ପ୍ରଦାୟର ବିଶିଷ୍ଟ ପର୍ବ

Cuttack

ପୁଣି ଲଜ୍ଜା: ହୋଟେଲରେ ଯୁବତୀଙ୍କ ସହ ଯାହା ହେଲା ଆପଣ ଜାଣିଲେ ହୋଇଯିବେ...

କଟକର ଏକ ହୋଟେଲରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାତିରେ ରୁମ୍ ଖୋଲା ଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର୍ ରୁମରେ ପଶି ଛାତ୍ରୀଙ୍କୁ...

Khordha

ଚିଲିକା ନଳବଣରେ ନିଆଁ

ହୁତୁହୁତୁ ହୋଇ ଜଳୁଛି ନଳବଣ,କେହି ଦୁବୁର୍ତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।

Jharsuguda

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ଭାଜପା ପ୍ରାର୍ଥୀ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀଙ୍କୁ...

Bhubaneswar

ଅଶାନ୍ତ ବିଜେବି କଲେଜ: ୩ ଛାତ୍ରଙ୍କୁ ଗୋଡ଼ାଇ ହାଣିଲେ ଅଣଛାତ୍ର

ବିଜେବି କଲେଜ ପୁଣି ଅଶାନ୍ତ ହୋଇଛି। କଲେଜ ପରିସରରେ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି ।

Puri

ମିଳିଲା ଶ୍ରୀଜଗନ୍ନାଥ ପ୍ରଶାସନ ଫାଇଲ

ଭୁବନେଶ୍ୱରସ୍ଥିତ ରାଜ୍ୟ ଆଇନ ବିଭାଗ ଅଫିସରେ ହଜିଯାଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ମିଳିଯାଇଛି।

Politics

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍‌

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ ।

Puri

ଭୁବନେଶ୍ବରରେ ପହଞ୍ଚିଲା ଦେବାଶିଷଙ୍କ ପାର୍ଥିବ ଶରୀର

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳଙ୍କ ମରଶରୀର । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ସହିଦଙ୍କ ମରଶରୀରକୁ ସେନା ପକ୍ଷରୁ...

Bhubaneswar

ବଦଳିଲା ପାଗ: ୩ ଦିନ ତାତିରୁ ମୁକ୍ତି

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାତି ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଗତକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପାଣିପାଗ...

Bhubaneswar

ଆଗାମୀ ଭବିଷ୍ୟତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ : ଚେୟାରମ୍ୟାନ୍...

ଓଡିଶା ସ୍କିଲ କନକ୍ଲେଭ ର ଦ୍ୱିତୀୟ ଦନରେ ଯୋଗ ଦେଇ ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ବ୍ୟବଧାନ ସମ୍ପର୍କରେ ଜେଏସଡବ୍ଲୁ ଫାଉଣ୍ଡେସନ ର ଅଧ୍ୟକ୍ଷା ଏହା ପ୍ରକାଶ କରିଛନ୍ତି 

Horoscope

ଆଜି ର ରାଶିଫଳ

ଅଦ୍ୟ ଅପ୍ରେଲ ମାସ ୨୨ ତାରିଖ ୨୦୨୩ ମସିହା(ଶନିବାର)*

Dhenkanal

ଆୟୋଜିତ ବାଦି ପାଲା ଉଦଯାପିତ

ଶ୍ରୀ ରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ମଣ୍ଡପରେ ଗତ ଷୋହଳ ତାରିଖ ରାତିରେ ଆରମ୍ଭ ହୋଇ ଥିବା ତେତିଶ ତମବାଦପାଲା ଗତ କୋଡ଼ିଏ ତାରିଖ ରାତିରେ ଉଦ୍ ଯାପିତ୍ ହୋଇଯାଇଅଛି।

Dhenkanal

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ମିଳିତ ଅମଲା...

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ବିକ୍ଷୋଭ ସମାବେଶ

Bhubaneswar

ଏମ୍ସ ଭୁବନେଶ୍ବର ଦେଶରେ ଏକ ନମ୍ବର

ଭାରତର ସବୁ ଏମ୍ସ ତୁଳନାରେ ଭୁବନେଶ୍ବର ଏମ୍ସ ଆଜି ସର୍ବାଧିକ ୧୧୩୧ ଜଣଙ୍କୁ ଟୋକୋନ୍‌ ପ୍ରଦାନ କରି ଏକ ନମ୍ବର ସ୍ଥାନରେ ରହିଛି।

Kandhamal

ପୁଅର ଠେଙ୍ଗା ମାଡ଼ରେ ବାପା ମା’ ଗୁରୁତର

ଫୁଲବାଣୀ ସଦର ଥାନା ଅଞ୍ଚଳରେ ଜଣେ ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପା ଓ ମା’ ଗୁରୁତର ହୋଇଛନ୍ତି।