ଚିଲିକା ନଳବଣରେ ନିଆଁ

ହୁତୁହୁତୁ ହୋଇ ଜଳୁଛି ନଳବଣ,କେହି ଦୁବୁର୍ତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।

ଚିଲିକା ନଳବଣରେ ନିଆଁ

କାଳୁପଡା ନିକଟ ଚିଲିକା ନଳବଣରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ନଳବଣ,କେହି ଦୁବୁର୍ତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ନଳବଣରେ ନିଆଁ ଲାଗିବା ଯୋଗୁଁ ବିରଳ ଫିସିଂ କ୍ୟାଟ୍ ପ୍ରତି ବିପଦ । ପବନ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନଳଘାସରେ ରହୁଥିବା ବିରଳ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଜଣାପଡିଛି ।