Posts

Baleswar

ରୋଗୀଙ୍କୁ ନେଇ ଯାଉଥିବା ବେଳେ ଫାଟିଲା ୧୦୮ ଆମ୍ବୁଲାନ୍ସ ଚକା

ରୋଗୀ ନେଇ ଯାଉଥିବା ବେଳେ ଅଧାବାଟରେ ୧୦୮ ଆମ୍ବୁଲାନ୍ସ ଚକା ଫାଟିଯାଇଛି।

National

କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଏଣିକି ଶ୍ରମିକଙ୍କ ପିଲାଙ୍କୁ...

କେନ୍ଦ୍ର ସରକାର ଗରିବ ଲୋକଙ୍କ ହିତସାଧନ ପାଇଁ ଆରମ୍ଭ କରିଥିଲେ ଇ-ଶ୍ରମ ଯୋଜନା। ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ଏହି ଯୋଜନାର...

Cuttack

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ

Rayagada

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା

ରାୟଗଡ଼ା ସଦର ମହକୁମାରେ ଅବସ୍ଥାପିତ ଚତୁର୍ଥ ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି।

Bhubaneswar

ଆଉ ୪ ଅଣଛାତ୍ର ଗିରଫ

ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଆଉ ୪ ଅଣଛାତ୍ର ଗିରଫ।

Bargarh

ବରକୁ ଉଠାଇ ନେଲା ପୋଲିସ୍

ବର ନାଁରେ ପୂର୍ବରୁ ଦୁଷ୍କର୍ମ ଅଭିଯୋଗ ରହିଥିଲା, ଆଉ ସେହି ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ୍

Politics

ଆଜିଠୁ ଆହୁରି ଜମିବ ଝାରସୁଗୁଡ଼ା ପ୍ରଚାର

ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଲଢେଇ

National

କେରଳରେ ରୋଡ୍‌ ସୋ’ ବେଳେ ମୋଦୀଙ୍କୁ ପୁଷ୍ପବୃଷ୍ଟି

ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ହଜାର ହଜାର ବିଜେପି କର୍ମୀ ଓ ସମର୍ଥକଙ୍କର ଲମ୍ବା ଧାଡ଼ି ଲାଗିଥିଲା।

Puri

ରଥ ଖଳା ରେ ପ୍ରଥମ ଦିନ, ରଥ ର ତୁମ୍ବ କାମ ଆରମ୍ଭ

ଆଜି ରଥ ଖଳାରେ କରତି ସେବକମାନେ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ କାଠ କାଟିଥିଲେ l ଦୁଇଟି ଲେଖାଏଁ ତୁମ୍ବରୁ ତିନିରଥର ମହାରଣା ମାନେ ବାରିସୀରେ ହାଣି ଗୋଟେ...

National

ଲୋକପ୍ରିୟ ହୋଇଛି ମନ୍ କି ବାତ୍

ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମକୁ ଶୁଣିଛନ୍ତି ୧୦୦ କୋଟି ଶ୍ରୋତା : ଆଇଆଇଏମ ସର୍ବେକ୍ଷଣରୁ ମିଳିଲା ତଥ୍ୟ

Puri

ଚନ୍ଦନ ଯାତ୍ରା ର ବିଶେଷତ୍ୱ

ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ

Horoscope

ଆଜିର ରାଶିଫଳ

ଅଦ୍ୟ ଅପ୍ରେଲ ମାସ ୨୫ ତାରିଖ ୨୦୨୩ ମସିହା(ମଙ୍ଗଳବାର)

National

ଦିଲ୍ଲୀ ପରିବହନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ 

୫୪ ଲକ୍ଷରୁ ଅଧିକ ପୁରୁଣା ଗାଡ଼ିର ରଦ୍ଧ ହେଲା ପଞ୍ଜୀକରଣ

National

ଏପ୍ରିଲ ୨୫ରେ ଉଦଘାଟନ ହେବ ଦେଶର ପ୍ରଥମ ଓ୍ଵାଟର ମେଟ୍ରୋ

ଏଥିରେ ରହିଛି ୫ଟି ବିଶେଷତ୍ଵ ଜାଣନ୍ତୁ କଣ ଏହାର ୫ ବିଶେଷତ୍ଵ

Dhenkanal

ହିନ୍ଦୁ ଏକତା ମଂଚ ତରଫରୁ ନିନ୍ଦା 

ସମ୍ବଲପୁରରେ ହିନ୍ଦୁମାନଙ୍କୁ ଆକ୍ରମଣ ଘଟଣାରେ ଢେଙ୍କାନାଳ ହିନ୍ଦୁ ଏକତା ମଂଚ ତରଫରୁ ନିନ୍ଦା 

Dhenkanal

ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ଏମ୍‌ସିପି ପାଇବା ପାଇଁ...

ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକମାନେ ଅନ୍ୟ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କର ୩୦ ବର୍ଷିୟା ଏମ୍ସିପି ପାଇବା...

Dhenkanal

ୱାନ ୱେ ରୋଡ ର ଭୂମିପୂଜନ

ନୀଳ ମାଧବ ପେଟ୍ରୋଲ ପମ୍ପ ଠାରୁ କୋର୍ଟ ଛକ ୧୦ କୋଟି ବ୍ୟୟରେ ୱାନ ୱେ ରୋଡ ର ଭୂମିପୂଜନ

Bhubaneswar

୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଆଜି ଅପରାହ୍ଣ ୫.୩୦ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।