ନକଲି ମଦ କାରଖାନା ଠାବ

ଓମ୍ ନଗର ପ୍ରଥମ ଲାଇନରେ ନକଲି ମଦ କାରଖାନା ଠାବ ।ପାଉରୁଟି ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ମଦ କାରଖାନା ।

ନକଲି ମଦ କାରଖାନା ଠାବ

ଓମ୍ ନଗର ପ୍ରଥମ ଲାଇନରେ ନକଲି ମଦ କାରଖାନା ଠାବ । ପାଉରୁଟି ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ମଦ କାରଖାନା । ୧୦ ପେଟି ନକଲି ବିଦେଶୀ ମଦ,୧୦ ବସ୍ତା ବୋତଲ ଠିପି ଜବତ କରାଯାଇଛି ।