Posts
ଅଧିକ ସମୟ କୁଲରରେ ରହିବା ଶରୀର ପାଇଁ କ୍ଷତିକାରକ
ସବୁବେଳେ କୁଲରରେ ରହିବା ଶରୀର ପାଇଁ ଠିକ ହୋଇନଥାଏ । କୁଲରର ଲଗାତାର ବ୍ୟବହାର ଅନେକ ରୋଗକୁ ବଢ଼ାଇଥାଏ ।
ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଟେଷ୍ଟ ଦଳରୁ ପୂଜାରାଙ୍କ...
ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।
ସରକାରୀ ଅଧିକାରୀ ପାଳଟିଛନ୍ତି ବିପୁଳ ଟଙ୍କାର ଅଧିକାରୀ
ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ପଡ଼ୋଶୀଙ୍କ ଛାତରୁ ମିଳିଲା ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍, ମୋଟ ସମୁଦାୟ ୩ କୋଟୀ ୧୬ ଲକ୍ଷ ୫୦ ହଜାର ଟଙ୍କା...
ଓଡ଼ିଶାକୁ ଚଳାଉଛି କିଏ: ଜେ.ପି ନଡ୍ଡା
ଭବାନୀପାଟଣାରେ ବିଜେପିର ମହା ଜନସଂପର୍କ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଉଦ୍ବୋଧନ ଦେବା ସମୟରେ ଓଡିଶାକୁ କିଏ ଶାସନ କରୁଛି...
ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ
ବାବୁଙ୍କ ଘରେ ଟଙ୍କାର ପାହାଡ । ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହୋଇପଡିଛନ୍ତି । ଏପର୍ଯ୍ୟନ୍ତ ଜବତ ହେଲାଣି ୩ କୋଟିରୁ ଅଧିକ ଟଙ୍କା ।
ଭାରତରେ କୌଣସି ଭେଦଭାବ ନାହିଁ’, ସଂଖ୍ୟାଲଘୁଙ୍କ ସୁରକ୍ଷା ସମ୍ପର୍କିତ...
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗଣତନ୍ତ୍ର ଆମ ଶିରା ପ୍ରଶିରାରେ ପ୍ରବାହିତ
ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ
ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବ ଡ୍ରୋନ । କନ୍ଧମାଳରେ ପ୍ରଥମ ଥର ଡ୍ରୋନ ସ୍ୱାସ୍ଥ୍ୟ ସେବା କାର୍ୟ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି ।
ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ
ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତ ଦାବତଏଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା
ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା
ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଏକ୍ସପାରି ସାମଗ୍ରୀ ବିକ୍ରି ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
କଟକ ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାନାମା ପାଳନ କରାଯାଉ ନାହିଁ । ଏଣୁ ବ୍ୟବସାୟୀମାନେ ମନଇଛା...
ଗାଡ଼ିରେ ଏଚଏସଆରପି ନଥିଲେ ଆଜିଠୁ ଜୋରିମାନା
ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯାଇଛି କି ନାହିଁ, ସେ ନେଇ ଆଜିଠୁ କଡାକଡି ଚେକିଂ କରାଯିବ ।
ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ, ପୁଳା ପୁଳା ଟଙ୍କା ପେଟି ଜବତ
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଜବତ
ଆସୁଛି କ୍ୟାଫିନ୍ବିହୀନ କଫି, ସ୍ବାସ୍ଥ୍ୟ ପାଇଁ ଭଲ
କଫି ପାନୀୟ ଶରୀରରେ ସ୍ଫୂର୍ତ୍ତି ଜଗାଇବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏଥିରେ ଥିବା ସ୍ବାସ୍ଥ୍ୟ ହାନିକାରକ
ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’
ଅପପୁଷ୍ଟିକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାର ଅପବାଦ ମୁଣ୍ଡାଇବା ପରେ ଆରମ୍ଭ କରିବାକୁ ଯାଉଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ।
କିନ୍ନରଙ୍କ ଭାଗ୍ୟ ଚମକିଲା
କିନ୍ନରଙ୍କ ପାଇଁ ‘ସ୍ୱୀକୃତି’ ଯୋଜନାରେ ଅଧିକ ସୁବିଧା: ଛାତ୍ରାବାସ ଓ ଆର୍ଥିକ କାର୍ଯ୍ୟକଳାପ ପାଇଁ ସରକାରୀ ସହାୟତା
ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ଆରମ୍ଭ
ମଙ୍ଗଳବାରଠାରୁ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବୁଧବାର ପୂର୍ବାହ୍ନ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲେ...
ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ନିର୍ମାଣ ଶ୍ରମିକର ମୃତ୍ୟୁ ଘଟିଥିବା ଜଣା ପଡିଛି l








