Posts
ଶିଶୁ ଯତ୍ନ କେନ୍ଦ୍ର ଅନ୍ତେବାସିନୀଙ୍କ ବିବାହ କରାଇଲା କନ୍ଧମାଳ ପ୍ରଶାସନ
ଜନ କଲ୍ୟାଣକାରୀ ପ୍ରଶାସନର ଆଭିମୁଖ୍ୟ ନେଇ କାର୍ଯ୍ୟ କରି ଆସୁଥିବା କନ୍ଧମାଳ ଜିଲ୍ଲା ପ୍ରଶାସନ ଏବେ ଆଉ ଏକ ଘଟଣାରେ ସେହି ଆଭିମୁଖ୍ୟ ପ୍ରତିଫଳିତ କରିଛି। କନ୍ଧମାଳ...
ପଶ୍ଚିମବଙ୍ଗରେ ଦୁଇ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା
ପୁଣି ଏକ ରେଳ ଦୁର୍ଘଟଣା। ଏଥର ପଶ୍ଚିମବଙ୍ଗରେ ଘଟିଛି ଦୁର୍ଘଟଣା
ମାଲକାନଗିରିରେ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ମାଓବାଦୀ ପ୍ରବଣ ମାଲକାନଗିରି ଜିଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।...
ଅତିରିକ୍ତ ଡିସିପି ସ୍ତରରେ ଅଦଳବଦଳ
କମିଶନରେଟ ପୁଲିସରେ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରାଯାଇଛି ।
୨୮ରେ ଲଘୁଚାପ, ଅଧିକ ସକ୍ରିୟ ହୋଇଯିବ ମୌସୁମୀ
ମୌସୁମୀ ଆସିଗଲା, ସାରା ରାଜ୍ୟକୁ । ଆଗକୁ ଲଘୁଚାପ ଆସୁଛି ୨୮ ତାରିଖ ବେଳକୁ । ଅଧିକ ସକ୍ରିୟ ହୋଇଯିବ ମୌସୁମୀ
୧୪ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
୧୪ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।
ଜେଲ୍ ଗଲେ ନବରଙ୍ଗପୁର ଟଙ୍କାପାଳ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଜୁଲାଇ ୭ ଯାଏଁ ବିଚାର ବିଭାଗୀୟ ହାଜତକୁ...
ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି କରୁଛନ୍ତି...
ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ...
ରାଜ୍ୟରେ ମୌସୁମୀ ବର୍ଷା ଜାରି, ଆଜି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ।
ରାଜ୍ୟର ୬ଟି ସବୁଠୁ ବଡ଼ ରେଡ୍ , କେଉଁ ବ୍ୟକ୍ତି ସାଜିଥିଲେ କଳାଧନର...
ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ଼ ରେଡ୍ । ରାଜ୍ୟର ୬ଟି ସର୍ବାଧିକ ନଗଦ ଟଙ୍କା ଜବତର ତଥ୍ୟ ସାମ୍ନାକୁ ଆସିଛି ।
ଏନ୍.ଏଚ୍ରେ ଦୁର୍ଘଟଣା କମାଇବା ପାଇଁ ହଟିବ ରାସ୍ତାକଡ଼ ଜବରଦଖଲ
ଜାତୀୟ ରାଜପଥ କଡ଼ରୁ ସବୁ ଜବରଦଖଲ ଭଙ୍ଗାଯିବ। କେହି ବେଆଇନ ପାର୍କିଂ କରିବେ ନାହିଁ।
5-ଟି ଉପକ୍ରମରେ ନନ୍ଦନକାନନ ର ହେବ ରୂପାନ୍ତର
ଦୁଇଟି ପର୍ଯ୍ୟାୟରେ ରୂପାନ୍ତର ହେବ ୨୦୨୩-୨୫ ଓ ୨୦୨୫-୨୮ ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ...
ଅଭିନେତ୍ରୀ ସାମନ୍ଥା ଖାଇନାହାନ୍ତି ଲୁଣ, ଚିନି କିମ୍ବା ଶସ୍ୟଜାତୀୟ...
ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ ସହିତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିବା ଆରମ୍ଭ କରିଛନ୍ତି।
ବାହାନଗା ରେଳ ଦୁର୍ଘଟଣା: ୪ ବରିଷ୍ଠ ଅଧିକାରୀଙ୍କୁ ବଦଳି
ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ୨୧ଦିନ ପରେ ଗୁରୁବାର ରେଳ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ।
ଆଜି ସନ୍ଧ୍ୟାରେ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଶୁକ୍ରବାର ଠାରୁ ଭକ୍ତମାନେ ଠାକୁରଙ୍କ ଆଡ଼ପ ଦର୍ଶନ ପାଇବାର ସୌଭାଗ୍ୟ ଲଭିବେ ।
ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍
ବାଲେଶ୍ବର ଜିଲ୍ଲା ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ ଉପକୃତ ହେବେ ମତ୍ସ୍ୟଜୀବୀ








