Posts
ପ୍ରଦୂଷଣ ନିୟମର ଉଲ୍ଲଂଘନ: ରେଙ୍ଗାଲି ରେଳ ସାଇଡିଂ ବନ୍ଦ ନିର୍ଦ୍ଦେଶ
ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରେଳ ଷ୍ଟେସନ ନିକଟବର୍ତ୍ତୀ ରେଳ ସାଇଡିଂରେ ପ୍ରଦୂଷଣ ଆଇନର ଖୋଲା ଉଲ୍ଲଂଘନ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଧ୍ୟାନରୁ...
ରାଜଧାନୀକୁ ପୁଣି ଡେଙ୍ଗୁ ଭୟ
ରାଜଧାନୀକୁ ପୁଣି ଡେଙ୍ଗୁ ଭୟ । ୱାର୍ଡରୁ ୱାର୍ଡ ବ୍ୟାପୁଛି । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
୧୩ଟି ନୂଆ ରୁଟ୍ରେ ଗଡ଼ିବ ‘ମୋ ବସ’
ବସ ଯାତ୍ରୀ ପାଇଁ ଖୁସି ଖବର । ଏଣିକି ରାଜ୍ୟର ଆଉ ୧୩ଟି ନୂଆ ରୁଟ୍ ରେ ଗଢିବ ‘ମୋ ବସ୍’ ।
ମୌସୁମୀ ଅଧିବେଶନରେ ସମାନ ନାଗରିକ ସଂହିତା ବିଲ୍ ଆଣିବାକୁ ମୋଦୀ ସରକାରଙ୍କ...
ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବା ସମାନ ନାଗରିକ ସଂହିତା ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।
ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି: ନରସିଂହ
ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବଡ ବୟାନ । ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି । କିନ୍ତୁ ମୁଁ ବିଫଳ ହୋଇଥିଲି...
ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେଇପାରନ୍ତି ଧାୱନ
ସେପ୍ଟେମ୍ବର-ଅକ୍ଟୋବରରେ ହାଙ୍ଗଝୁରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ପୁରୁଷ ଏବଂ ମହିଳା ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି।
ବାହାନଗା ଟ୍ରେନ୍ ଦୁର୍ଘଟଣା: ଆସିଲା ୨୯ଜଣଙ୍କ ଡିଏନଏ ରିପୋର୍ଟ
ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି।
ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍, ୩ ଜଣଙ୍କ ମୃତ୍ୟୁ
ନବରଙ୍ଗପୁର ଉମରକୋଟ ବାସିନୀ ଛକରେ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍, ୩ ଜଣଙ୍କ ମୃତ୍ୟୁ
ପାରାଦୀପ ରେ ୫ଟି ସଚିବ ଭିକେ ପାଣ୍ଡିଆନ
କହିଲେ - ପାରାଦ୍ୱୀପ ବନ୍ଦରକୁ ୧ ନମ୍ବରରେ ପରିଣତ କରିବା ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚୀ
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚୀ, ଅଳକା ଅରୋରା ମିଶ୍ର ହେଲେ ନୂଆ ମୁଖ୍ୟ
ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲିବା ଦରକାର : ଜଗୁନି
ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲିବା ଦରକାର କହିଲେ ଜଗୁନି । ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ମନ୍ତବ୍ୟ
କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା
ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜୁଲାଇ ୩ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର...
ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ତିନି ଲକ୍ଷ ଟଙ୍କା...
ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
କେନ୍ଦ୍ରର ଚିଠି ଆଟମ ବମ୍ ଭଳି :ମୋହନ ମାଝୀ
୫-ଟି ସଚିବଙ୍କ ଗ୍ରସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା
ବର୍ଷା- ବଜ୍ରପାତ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି
ବାହାନଗା ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୯୩ରେ ବୃଦ୍ଧି
ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରୁ ଏସ୍ସିବି ଡାକ୍ତରଖାନାରେ ଚିକିତ୍ସାଧୀନ ଆଉ ଜଣେ ଗୁରୁତରଙ୍କର ମୃତ୍ୟୁ ଘଟିଛି








