Posts

State

ପ୍ରତି ଶନିବାର ସାଧାରଣ ଲୋକଙ୍କ ପାଇଁ ଖୋଲାରହିବ ହାଇକୋର୍ଟ

ଓଡ଼ିଶା ହାଇକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛି। ହାଇକୋର୍ଟକୁ ସ୍କୁଲ କଲେଜ ପିଲାମାନେ ପରିଦର୍ଶନ କରି ବିଭିନ୍ନ ଅଦାଲତି ପ୍ରକ୍ରିୟା ସମ୍ପର୍କରେ...

Horoscope

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୪ ତାରିଖ ୨୦୨୩ ମସିହା(ଶୁକ୍ରବାର)

State

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ...

ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି

Sambalpur

ଖୋଲିବନି ହୀରାକୁଦ ଗେଟ୍

ହୀରାକୁଦ ଡ୍ୟାମରେ ଏବେ ଆଉ ଗେଟ ଖୋଲାଯିବନି

Bhubaneswar

ଖୋଲିଲା ମାର୍କେଟ୍‌ ବିଲ୍ଡିଂ କିନ୍ତୁ ବନ୍ଦ ରହିଛି ଶୋ ରୁମ୍‌

ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ କିନ୍ତୁ ଖୋଲିଲାନି ଶୋ’ ରୁମ୍

Bhubaneswar

ବାଘ ସଫାରୀରେ ଫସି ରହିଲେ ୩୦ ପର୍ଯ୍ୟଟକ

ନନ୍ଦନକାନନରେ ଅଘଟଣ । ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ପର୍ଯ୍ୟଟକ

Puri

ରତ୍ନ ଭଣ୍ଡାରରେ ରହିଛି ଦେଢ କ୍ବିଣ୍ଟାଲ ସୁନା,ସରକାର ଦେଲେ ତଥ୍ୟ

ଶ୍ରୀମନ୍ଦିର ରତ୍ନବଣ୍ଡାରରେ ରହିଛି ପାଖାପାଖି ଦେଢ କ୍ବିଣ୍ଟାଲ ସୁନା ଓ 184 କିଲୋ ରୂପା

State

ମହାନଦୀ ସିଷ୍ଟମରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ : ଜଳସମ୍ପଦ ସର୍ବୋଚ୍ଚ...

ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି

Horoscope

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୩ ତାରିଖ ୨୦୨୩ ମସିହା(ଗୁରୁବାର)

State

ବିପଦ ସଂକେତ ଟପିଲା ଜଳକା ଓ ବୈତରଣୀ

ପ୍ରଚଣ୍ଡ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଆଜି ବୈତରଣୀ ଓ ଜଳକା ନଦୀ ବିପଦ ସଂକେତ ଅତିକ୍ରମ କରିଛି ।

State

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବର୍ଷା ସ୍ଥିତିର ସମୀକ୍ଷା

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି।

Dhenkanal

ଲଗାଣ ବର୍ଷାରେ ବେହାଲ ଭୁବନ

ଲଗାଣ ବର୍ଷାରେ ଭୁବନ ବେହାଲ,ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ

Kandhamal

ପ୍ରବଳ ବର୍ଷାରେ କନ୍ଧମାଳ ଉବୁଟୁବୁ

ଗତ କିଛି ଦିନ ଭଳି ବୁଧବାର ମଧ୍ୟ ପ୍ରବଳ ବର୍ଷାରେ ଭିଜିଛି କନ୍ଧମାଳ ଜିଲ୍ଲା

Sambalpur

ପୋଲ ଉପରେ ପାଣି, ସମ୍ବଲପୁର- ସୋନପୁର ଯୋଗାଯୋଗ ବିଚ୍ଛିନ୍ନ

ପ୍ରବଳ ବର୍ଷାରେ ସବୁ ନଦୀ ଏବଂ ନାଳ ଭରିବାରେ ଲାଗିଛି