Posts

Angul

ପାହାଡ଼ରୁ ବଡ଼ ପଥର ଖଣ୍ଡ ଖସି ଟ୍ରେନ୍ ଇଞ୍ଜିନ ଲାଇନ୍‌ଚ୍ୟୁତ

ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ । ଆଉ ସେହି ପଥର ଖଣ୍ଡ ଏକ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଖସି ପଡ଼ିଲା

Subarnapur

ବର୍ଷା ରେ ବେହାଲ ସୁବର୍ଣ୍ଣପୁର,ସହର ସାରା କୁତ୍ରୀମ ବନ୍ୟା

ଚତୁଃପାର୍ଶ୍ଵ ନଦୀ ପରିବେଷ୍ଠିତ ସୁବର୍ଣ୍ଣପୁର ରେ ଆଜି କୁତ୍ରୀମ ବନ୍ୟା ରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି।

State

ରାଜ୍ୟରେ ୭ ବରିଷ୍ଠ ଓଏଏସ୍‌ଙ୍କ ବଦଳି

ଓଡିଶା ପ୍ରଶାସନିକ ସେବା ବା ଓଏଏସ୍‌ ସ୍ତରରେ ରାଜ୍ୟ ସରକାର ବଦଳି କରିଛନ୍ତି

State

ଗଭୀର ଅବପାତ ପ୍ରଭାବରେ ପ୍ରବଳ ଛେଚିଲା

ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି

Horoscope

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୨ ତାରିଖ ୨୦୨୩ ମସିହା(ବୁଧବାର)

Subarnapur

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

ଜିଲ୍ଲା ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ l 

Subarnapur

ସଚେତନତା ବାଇକ ରାଲି l

ରକ୍ତ ଦାନ ପାଇଁ ଜ଼ିଲ୍ଲା ପୋଲିସ ପକ୍ଷରୁ  ମେଗା ସଚେତନତା ବାଇକ ରାଲି l

National

ବିହାରରେ ଜାତିଗତ ଜନଗଣନା ଉପରୁ ହଟିଲା ରୋକ୍

ବିହାରରେ ଜାତି ଭିତ୍ତିକ ଜନଗଣନା ଉପରୁ ରୋକ୍ ହଟିଛି

Politics

ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି

ମଣିପୁର ପ୍ରସଙ୍ଗରେ ଲୋକସଭାରେ ବିରୋଧୀ ଆଇଏନଡିଆଇଏ ମେଣ୍ଟ ଦ୍ୱାରା ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ବିରୋଧ କରିବ

State

ବର୍ଷାଙ୍କୁ ଜେରା ଶେଷ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ କରି କଟକ ପରିବାର ଅଦାଲତରେ ଜେରା ଶେଷ ହୋଇଛି

Entertainment

ସୌରିନ ଭଟ୍ଟଙ୍କୁ ମିଳିଲା ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ଅଗଷ୍ଟ ୨୫ ଯାଏ ଅନ୍ତରୀଣ ସୁରକ୍ଷା ମିଳିଛି

State

ବଦଳିଲା ଯୁକ୍ତ ଦୁଇ ସିଲାବସ୍‌

ବଦଳିଲା ଯୁକ୍ତ ଦୁଇ ସିଲାବସ୍‌ ଆଉ ପରୀକ୍ଷା ପ୍ରଣାଳୀ

National

ନରେନ୍ଦ୍ର ମୋଦୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ

ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମୋ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ

Sambalpur

ସମ୍ବଲପୁରୀ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ସମ୍ବଲପୁରୀ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Bhubaneswar

ଭୁବନେଶ୍ୱର ଏମ୍‌ସ ପାଚେରୀ ଭୁଶୁଡ଼ି ୩ ଆହତ

ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଛନ୍ତି

Kendrapara

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଆଜି ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ

State

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାଦଲ ଫଟା ବର୍ଷା

୬ ଘଣ୍ଟାରେ ୨୫୮ ମିଲିମିଟର ବର୍ଷା ରେକର୍ଡ

Horoscope

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୧ ତାରିଖ ୨୦୨୩ ମସିହା(ମଙ୍ଗଳବାର)